ଜାଣନ୍ତୁ ଆଜିର ରାଶିଫଳ

ମେଷ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ, ମନୋକାମନା ପୂରଣ ହେବ। ଜୀବନସାଥୀଙ୍କ ପରାମର୍ଶ ନେଇ ନୂଆ କାରବାରରେ ଅର୍ଥ ଲାଗାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ବୃଷ: ବ୍ୟବସାୟରେ ନୂଆ କୌଶଳ ଅବଲମ୍ବନ କରନ୍ତୁ, ଲାଭ ହେବ। ଘରୋଇ କାମ ସମାପ୍ତ କରିବେ। ବନ୍ଧୁଙ୍କ ସହ ଭ୍ରମଣରେ ଯିବାର ଯୋଜନା କରିବେ।

ମିଥୁନ: ବନ୍ଧୁଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଯୋଜନାକୁ ଆଗକୁ ବଢ଼ାଇବାର ଯୋଜନା କରିବେ। ଅଫିସରେ ଆପଣ କାମର ପ୍ରଶ˚ସା ହେବ।

କର୍କଟ: ନେତୃତ୍ବ ନେବାର କ୍ଷମତା ଲାଭ ଆଣିବ। ବ୍ୟବସାୟରେ ଯୋଜନାବଦ୍ଧ ଭାବେ କାମ କରିବେ। ସନ୍ତାନଙ୍କ କ୍ୟାରିୟର ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ।

ସି˚ହ: ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଅଫିସରେ ଅସ୍ଥିରତା ମୁକାବିଲା କରିବାରେ ସକ୍ଷମ ହେବେ।

କନ୍ୟା: ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଅର୍ଥ ନେବା ଦେବା ବେଳେ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ।

ତୁଳା: ମନକୁ ନୂଆ ବିଚାର ଆସିବ। ଜରୁରୀ କାର୍ୟ୍ୟ କରିବେ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ବିଛା: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କିଛି ଲୋକ ଆପଣଙ୍କର ପରାମର୍ଶ ନେବେ। ସହପାଠୀ ନିଜର ଖାସ୍ କଥା ଆପଣଙ୍କୁ ଜଣାଇବେ।

ଧନୁ: କାର୍ୟ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଲାଗି ଭାବି ପାରନ୍ତି। ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନେବେ। ଧନଲାଭ ହେବ।

ମକର: ନିଜ କାର୍ୟ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅର୍ଥ ସହିତ ସ˚ଶ୍ଳିଷ୍ଟ ମାମଲାରେ ହଇରାଣ ହୋଇପାରନ୍ତି। ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।

କୁମ୍ଭ: ପରିବାରରେ ମାଙ୍ଗଳିକ କାର୍ୟ୍ୟ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ। ଆଇନଜୀବୀଙ୍କ ଲାଗି ଦିନଟି ଅନୁକୂଳ। ଅଚାନକ ଧନଲାଭ ହେବ।

ମୀନ: ଧର୍ମକର୍ମ କରନ୍ତୁ, ଲାଭ ମିଳିବ। ସ˚ପର୍କିୟଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରଣ ହେବ। କାରବାର ସ˚ପର୍କିତ ଯାତ୍ରା ଯୋଗ ରହିଛି। ସ୍ବାସ୍ଥ୍ୟ ଭଲ ରହିବ।

ସମ୍ବନ୍ଧିତ ଖବର