ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉନ୍ନତି ମାର୍ଗରେ ଲାଗିରହିଥିବା ବାଧା ଦୂର ହେବ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ।

ବୃଷ: ଭାଗ୍ୟ ଉପରେ ସ˚ପୂର୍ଣ୍ଣରୂପେ ଭରସା କରନ୍ତୁ ନାହିଁ। ପରିଶ୍ରମ କରନ୍ତୁ, ସୁଫଳ ପାଇବେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ।

ମିଥୁନ: ନିଜକୁ ଶକ୍ତିବାନ ଅନୁଭବ କରିବେ। ଚାକିରି ପାଇଁ ଭଲ ପ୍ରସ୍ତାବ ମିଳିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

କର୍କଟ: ବ୍ୟବସାୟ ନେଇ ବ୍ୟସ୍ତ ରହିବେ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ।

ସି˚ହ: ଈଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଭଲ ବ୍ୟବହାର ବଳରେ ଲୋକଙ୍କ ମନ ଜିଣିନେବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।

କନ୍ୟା: ଆପଣଙ୍କୁ ଉଚିତ ସମୟର ଧ୍ୟାନ ରଖିବାକୁ ହେବ। ନୂଆ ଚ୍ୟାଲେଞ୍ଜର ସାମନା କରିବେ। ପାରିବାରିକ ବିବାଦଠୁଁ ଦୂରରେ ରହନ୍ତୁ।

ତୁଳା: ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ। ଅତିଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ।

ବିଛା: ନିଜ କାମରେ ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ହେବ।

ଧନୁ: ପ୍ରୟାସରେ ସଫଳତା ପାଇବେ। ଅଫିସ କାମରେ ବଡ଼ ସହରକୁ ଯାଇ ପାରନ୍ତି। ଛାତ୍ରୀମାନେ ଅଧୢୟନ ଶୈଳୀରେ ପରିବର୍ତ୍ତନ କରିବେ।

ମକର: ବ୍ୟବସାୟ ଉପରେ ବିରୋଧୀଙ୍କର ନଜର ରହିବ। ଘରର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ଉତ୍ସୁକ ହେବେ।

କୁମ୍ଭ: ଆପଣଙ୍କର ସବୁ କାମ ସ˚ପୂର୍ଣ୍ଣ ହୋଇଯିବ। ବିରୋଧୀମାନେ ଆପଣଙ୍କ ସାମନାରେ ନତମସ୍ତକ ହେବେ। ପ୍ରିୟଜନଙ୍କ ମିଳନ ହୋଇପାରେ।

ମୀନ: ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ଅଫିସର ବାତାବରଣ ଭଲ ରହିବ। ବ୍ୟବସାୟରେ ଉନ୍ନତି ହେବ। ଦାମ୍ପତ୍ୟ ସମ୍ବନ୍ଧ ନିବିଡ଼ ହେବ।

ସମ୍ବନ୍ଧିତ ଖବର