ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ଅର୍ଥ ଆସିବ। ବନ୍ଧୁ ମିଳନର ଯୋଗ ରହିଛି। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

ବୃଷ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମନ ପ୍ରସନ୍ନ ରହିବ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ମନରେ ନୂଆ ବିଚାର ଉତ୍ପନ୍ନ ହେବ। କଷ୍ଟରେ ଥିବା ଲୋକଙ୍କ ସହାୟତା କରିବେ।

କର୍କଟ: ସକାରାତ୍ମକ ଭାବନା ବଳରେ କଷ୍ଟ କାମ ସହଜ ହେବ। ନେତାଙ୍କୁ ପରିଶ୍ରମର ଫଳ ମିଳିବ। ବ୍ୟବସାୟରେ ଉନ୍ନତି ପାଇଁ ଧୢାନ ଦେବେ।

ସି˚ହ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଯୌଥ କାରବାରରେ ଲାଭ ପାଇବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ।

କନ୍ୟା: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣିବେ। ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଭଲ ଲାଭ ମିଳିବ।

ତୁଳା: ଅଭିଭାବକଙ୍କ ଆଶୀର୍ବାଦ ନିଅନ୍ତୁ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।

ବିଛା: ସଫଳତା ଆପଣଙ୍କ ଚରଣ ସ୍ପର୍ଶ କରିବ। ଅଫିସରେ ପ୍ରତିକୂଳ ସ୍ଥିତି ସାମନା କରିବାରେ ସକ୍ଷମ ହେବେ। ଘରକୁ ଅତିଥି ଆସିବାର ସମ୍ଭାବନା ଅଛି।

ଧନୁ: ଅଫିସରେ ବାତାବରଣ ଅନୁକୂଳ ରହିବ। ବିଶେଷ ଦାୟିତ୍ବ ମିଳିପାରେ। ବ୍ୟବସାୟରେ ଧନଲାଭ ହେବ। ରାଜନୀତିର ପରିସର ବଢ଼ାଇବେ।

ମକର: ସ˚ଘର୍ଷର ଫଳ ସନ୍ତୋଷଜନକ ହେବ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତା ଦୂର ହେବ। ଚାକିରିରେ ସଫଳତା ମିଳିବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ।

କୁମ୍ଭ: ଜରୁରୀ କାମ ପୂରା କରିବା ପାଇଁ ପୂର୍ବରୁ ଯୋଜନା କରି ନିଅନ୍ତୁ। ରଚନାତ୍ମକ କାମରେ ଲାଭ ହୋଇପାରେ। ପାରିବାରିକ ଜୀବନରେ ସୁଖଶାନ୍ତି ବଢ଼ିବ।

ମୀନ: ବ୍ୟବସାୟରେ ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅପବ୍ୟୟ ହୋଇପାରେ।

ସମ୍ବନ୍ଧିତ ଖବର