ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଯାହା ବି କାମ କରିବେ ସଫଳ ହେବେ। ନେତା ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ବୃଷ: ମାନସିକ ରୂପେ ସକାରାତ୍ମକ ରହନ୍ତୁ। କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରି ପାରିବେ। ପ୍ରବନ୍ଧକର୍ତ୍ତାଙ୍କ ସହିତ ସମ୍ବନ୍ଧ ମଜଭୁତ େହବ।

ମିଥୁନ: ଯୋଜନାକୁ ଗୋପନ ରଖନ୍ତୁ, ଭଲ ହେବ। କାମର ତାଲିକା କରି ଆଗକୁ ବଢ଼ନ୍ତୁ। ରାଜନୀତିରେ ସଫଳତା ପାଇବେ।

କର୍କଟ: ଗରମ ମିଜାଜ ଆପଣଙ୍କୁ ଲାଭ ଦେବ। ଅଫିସରେ କୌଣସି କଥାକୁ ନେଇ ଲାଗି ରହିଥିବା ଅସୁବିଧାକୁ ଠିକ୍‌ କରିବେ। ବ୍ୟବସାୟରେ ଭଲ ପରିଣାମ ମିଳିବ।

ସି˚ହ: ପୂଜାପାଠରେ ସମୟ ବିତିବ। ବନ୍ଧୁଙ୍କ ସହଯୋଗରେ ଅଧୁରା କାମ ପୂରା ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହ ପ୍ରେମ ବଢ଼ିବ।

କନ୍ୟା: ନୂଆ କାରବାରରେ ପୁଞ୍ଜି ଲଗାଇବେ। ସମାଜରେ ଭଲ ପରିଚୟ ସୃଷ୍ଟି ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ତୁଳା: ବ୍ୟବସାୟରେ ଲାଭ ପାଇବେ। ଚାକିରି ମିଳିବାର ସମ୍ଭାବନା ଅଛି। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ବିଛା: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆତ୍ମବିଶ୍ବାସ ଓ ସଚ୍ଚୋଟତା ବଳରେ ଆଗକୁ ବଢ଼ିବା ସହଜ ହେବ। ବନ୍ଧୁଙ୍କ ମାଧୢମରେ ଲାଭ ପାଇବେ।

ଧନୁ: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଖାସ୍‌ ବିଷୟରେ ବରିଷ୍ଠଙ୍କ ସହିତ କଥା ହେବେ। କାରବାରରେ ଲାଭ କମ୍‌ ମିଳିପାରେ।

ମକର: ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। କାରବାର ବୃଦ୍ଧି ହେବ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

କୁମ୍ଭ: ଜୀବନକୁ ସୁନ୍ଦର କରିବା ଲାଗି ଭଲ ସୁଯୋଗ ମିଳିବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

ମୀନ: ବ୍ୟବସାୟରେ ବଡ଼ ‌ଚୁକ୍ତି ପାଇଁ ସ୍ବାକ୍ଷର କରିବେ। ଧାର ଦେଇଥିବା ଅର୍ଥ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଉତ୍ତମ।

ସମ୍ବନ୍ଧିତ ଖବର