ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରରେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନାର ଅନ୍ବେଷଣ କରିବେ। ବ୍ୟବସାୟରେ ଉନ୍ନତି ହେବ। ଘରକୁ ଅତିଥି ଆସିବେ। ଭୂସ˚ପତ୍ତି କିଣିବା ଯୋଗ ରହିଛି।

ମିଥୁନ: ସାମାନ୍ୟ ପରିଶ୍ରମରେ ଅଧିକ ଫଳ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳ ମିଳିବ।

କର୍କଟ: ଦିନଟି ଲାଭପ୍ରଦ ସାବ୍ୟସ୍ତ ହେବ। ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ପ୍ରିୟତମଙ୍କ ସହିତ ଗପସପରେ ସମୟ ବିତିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ସି˚ହ: ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ। ବନ୍ଧୁଙ୍କୁ ସହଯୋଗ କରିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

କନ୍ୟା: କ୍ୟାରିୟରରେ ପ୍ରତିକୂଳ ପରିସ୍ଥିତି ଆସିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିପାରେ। ଜୀବନସାଥୀଙ୍କ ସହିତ ଭଲ ବ୍ୟବହାର ବଜାୟ ରଖନ୍ତୁ।

ତୁଳା: ଚାକିରିଜୀବୀଙ୍କୁ କାମରେ ସୁଫଳ ମିଳିବ। ଆପଣଙ୍କ ଖୁସି ବଢ଼ିବ। ପରିବାରରେ ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ।

ବିଛା: ଅଫିସରେ ଭଲ ବାତାବରଣ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।

ଧନୁ: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଶୀଘ୍ର ଅସୁବିଧାର ସମାଧାନ ବାହାରି ଯିବ। ପ୍ରିୟତମଙ୍କ ଠାରୁ ଭଲ ଖବର ପାଇବେ।

ମକର: ଅନ୍ୟମାନଙ୍କ ସହିତ ନିଜ କାମର କଥା ଆଲୋଚନା କରନ୍ତୁ ନାହିଁ। ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ପୁଞ୍ଜି ନିବେଶ ସ˚ପର୍କରେ ଭଲ ପରାମର୍ଶ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ଜୀବନସାଥୀଙ୍କ ଠାରୁ ବହୁତ ପ୍ରେମ ପାଇବେ।

ମୀନ: ନୂଆ ଦିଶାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। କୌଣସି ବ୍ୟକ୍ତି ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ସ୍ୱାସ୍ଥ୍ୟ ନେଇ ସତର୍କ ରହନ୍ତୁ।

ସମ୍ବନ୍ଧିତ ଖବର