ମେଷ: ମହତ୍ତ୍ବପୂର୍ଣ୍ଣ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରା ହୋଇଯିବ। ଖୁସି ଖବର ପାଇବେ। ବନ୍ଧୁଙ୍କ ସହିତ ଭେଟ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ। ନୂଆ ଲୋକଙ୍କ ସହିତ ମିଶିବେ। ଧନଲାଭର ସୁଯୋଗ ମିଳିପାରେ।
ମିଥୁନ: ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ। କ˚ପାନି କାର୍ଯ୍ୟରେ ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ। ମହିଳାମାନେ ଜିନିଷ କିଣିବାକୁ ସହରକୁ ଯିବେ।
କର୍କଟ: ବହୁ ଦିନର ଇଚ୍ଛା ପୂରା ହେବ। ନୂଆ କାମରେ ରୁଚି ବଢ଼ିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖଦ ହେବ।
ସି˚ହ: ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ନୂଆ ଚାକିରି ଲାଗି ସମ୍ବାଦ ଆସିପାରେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।
କନ୍ୟା: ଆପଣଙ୍କୁ ସାଥୀର ସହଯୋଗ ମିଳିବ। ଆପଣଙ୍କ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ବ୍ୟବସାୟରେ ଧନଲାଭ ହେବ।
ତୁଳା: ବୁଦ୍ଧିମତ୍ତାର ସହ କାମ କରନ୍ତୁ, ସଫଳତା ପାଇବେ। ନେତାଙ୍କ ଲାଗି ଦିନଟି ବେଶ୍ ଭଲ ରହିବ। ବନ୍ଧୁଙ୍କ ସହିତ ମିଶିବା ଲାଗି ମନ ହେବ।
ବିଛା: ଦିନଟି କ୍ୟାରିୟର ଲାଗି ଶୁଭ ରହିବ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇପାରନ୍ତି। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।
ଧନୁ: ପୂଜାପାଠରେ ସମୟ ବିତିବ। ଆତ୍ମବିଶ୍ବାସ ବୃଦ୍ଧି ହେବ। ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ। ଚାକିରିଜୀବୀଙ୍କୁ ଲାଭ ମିଳିବ।
ମକର: ଭାବିଥିବା ସବୁ କାମ ଠିକ ଭାବରେ ସମ୍ପାଦିତ ହେବ। ସମାଜରେ ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।
କୁମ୍ଭ: କାମ ସ˚ପୂର୍ଣ୍ଣ କରିବା ଲାଗି ସହକର୍ମୀଙ୍କ ସାହାଯ୍ୟ ପାଇବେ। ସୁସମ୍ବାଦ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶିକ୍ଷାରେ ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ।
ମୀନ: ଖୋଦ୍କୁ ସତେଜ ଅନୁଭବ କରିବେ। ଭାବିଥିବା କାମ ବିନା ବାଧାରେ ସ˚ପନ୍ନ ହେବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ।