ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ପୁଞ୍ଜି ନିବେଶ ପାଇଁ ଭଲ ପରାମର୍ଶ ପାଇବେ। ଜୀବନସାଥୀଙ୍କ ଠାରୁ ଢେର୍ ପ୍ରେମ ପାଇବେ।

ବୃଷ: ବିଶେଷ କାର୍ଯ୍ୟ ଅତିଶୀଘ୍ର ପୂରା କରିଦେବେ। ଧନଲାଭ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ସ୍ବାସ୍ଥ୍ୟରେ ସୁଧାର ହେବ।

ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସମସ୍ୟାର ସମାଧାନ ଲାଗି ତୁରନ୍ତ ରାସ୍ତା ମିଳିବ। ବ୍ୟବସାୟରେ ଉନ୍ନତି ହେବ। ପାରିବାରରେ ସୁଖ ଶାନ୍ତି ବଢ଼ିବ।

କର୍କଟ: ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ସାମାଜିକ କାର୍ଯ୍ୟରେ ସମୟ ବିତିବ। ବଜେଟକୁ ଧୢାନରେ ରଖି ଖର୍ଚ୍ଚ କରନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।

ସି˚ହ: ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସୁସମ୍ବାଦ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

କନ୍ୟା: ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। କୌଣସି ବିଶେଷ କାମ କରିବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ତୁଳା: ଦିନଟି ସବୁ ଦୃଷ୍ଟିରୁ ଭଲ। ସ୍ବାସ୍ଥ୍ୟରେ ସୁଧାର ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ପ୍ରିୟଜନଙ୍କ ସହିତ ସ˚ପର୍କ ନିବିଡ଼ ହେବ।

ବିଛା: ନିଜ ବ୍ୟବହାରରେ ସ˚ଯମ ରଖିବାକୁ ଚେଷ୍ଟା କରନ୍ତୁ। ଆୟ ଉପରେ ଅଧିକ ଧୢାନ ଦିଅନ୍ତୁ। ଚାକିରି କ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ।

ଧନୁ: ଜୀବନରେ ଲାଗିରହିଥିବା ସ˚ଘର୍ଷ ସମାପ୍ତ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପରିବାର ମଧୢରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ମକର: ଉନ୍ନତିର ନୂଆ ମାର୍ଗ ଖୋଲିବ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟରେ ଭଲ ଲାଭ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

କୁମ୍ଭ: ମନ ଅଶାନ୍ତି ମୁକ୍ତ ରହିବ। ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବେ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବଢ଼ିବ।

ମୀନ: ସକାରାତ୍ମକତା ଆପଣଙ୍କୁ ବହୁତ ଆଗକୁ ନେଇ ଯିବ। ଜୀବନସାଥୀଙ୍କ ପରାମର୍ଶରେ ନୂଆ କାମରେ ଅର୍ଥ ଲଗାଇବେ। ସମାଜରେ ମାନ ସମ୍ମାନ ମିଳିବ।

ସମ୍ବନ୍ଧିତ ଖବର