publive-imageମେଷ: ଦିନଟି କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସ˚ପର୍କରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଅଫିସ କର୍ତ୍ତୃପକ୍ଷ ଖୁସି ହୋଇ ଉପହାର ଦେବେ।

Advertisment

publive-imageବୃଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ। ଅଚାନକ ଧନପ୍ରାପ୍ତି ହେବ।

publive-imageମିଥୁନ: କାର୍ଯ୍ୟକୁ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ। ଶତ୍ରୁଙ୍କ ଷଡ଼୍‍ଯନ୍ତ୍ର ପଦାରେ ପଡ଼ିଯିବ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ।

publive-imageକର୍କଟ: ପରିବାରରେ ବଡ଼ଙ୍କ ଠାରୁ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ, ସଫଳତା ପାଇବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଲାଭ ମିଳିବ।

publive-imageସି˚ହ: ନୂଆ କାମ ଆରମ୍ଭ ଓ ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ।

publive-imageକନ୍ୟା: ଦୀର୍ଘଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ବଡ଼ ଦାୟିତ୍ବ ଦେବେ। ପ୍ରିୟତମଙ୍କ ସହିତ ମିଶିବାର ଯୋଗ ରହିଛି।

publive-imageତୁଳା: ଆପଣଙ୍କୁ ନୂଆ ସୁଯୋଗ ମିିଳିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ଖୁସି ଖବର ପାଇବେ। ପ୍ରେମିକାଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

publive-imageବିଛା: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। କାନୁନ ମାମଲାରେ ଆଶ୍ବସ୍ତି ମିଳିବ।

publive-imageଧନୁ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଅଫିସରେ ପଦୋନ୍ନତିର ସୁଯୋଗ ମିଳିବ। ବେପାରରେ ଲାଭ ହେବ।

publive-imageମକର: କାମକୁ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

publive-imageକୁମ୍ଭ: ଆପଣଙ୍କର ବୃଦ୍ଧି ହେଉଥିବା କ୍ଷମତା ବଳରେ ବହୁତ କିଛି ହାସଲ କରିବେ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

publive-imageମୀନ: କୌଣସି କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ନେତାଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନରେ ସୁଖ ମିଳିବ। ସଙ୍ଗୀତ ଶୁଣିବାକୁ ମନ ହେବ।