/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଆପଣଙ୍କ ନିଷ୍ପତ୍ତିରୁ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ସମାଜରେ ଲୋକପ୍ରିୟତା ବଢ଼ିବ।
ମେଷ: ଆପଣଙ୍କ ନିଷ୍ପତ୍ତିରୁ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ସମାଜରେ ଲୋକପ୍ରିୟତା ବଢ଼ିବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ସମାଜରେ ପ୍ରତିପତ୍ତି ବଢ଼ିବ।
ବୃଷ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ସମାଜରେ ପ୍ରତିପତ୍ତି ବଢ଼ିବ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଅଫିସରେ ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଅଫିସରେ ଆପଣଙ୍କର ପ୍ରଶ˚ସା ହେବ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ଅନ୍ୟମାନଙ୍କୁ ନିଜର ବିଚାର ଗ୍ରହଣ କରିବା ଲାଗି ବାଧ୍ୟ କରନ୍ତୁ ନାହିଁ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
କର୍କଟ: କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ଅନ୍ୟମାନଙ୍କୁ ନିଜର ବିଚାର ଗ୍ରହଣ କରିବା ଲାଗି ବାଧ୍ୟ କରନ୍ତୁ ନାହିଁ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଖବର ମିଳିବ।
ସି˚ହ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଖବର ମିଳିବ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ନୂଆ କାର୍ୟ୍ୟ ଆରମ୍ଭ ଓ ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସହଯୋଗର ହାତ ବଢ଼ାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ।
କନ୍ୟା: ନୂଆ କାର୍ୟ୍ୟ ଆରମ୍ଭ ଓ ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସହଯୋଗର ହାତ ବଢ଼ାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଆହୁରି ସୁଖଦ ହେବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ମିଳିପାରେ।
ତୁଳା: ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଆହୁରି ସୁଖଦ ହେବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ମିଳିପାରେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟୀମାନେ ବଡ଼ ଚୁକ୍ତି କରିପାରନ୍ତି। ଘରକୁ କୁଣିଆ ଆସିବେ।
ବିଛା: ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟୀମାନେ ବଡ଼ ଚୁକ୍ତି କରିପାରନ୍ତି। ଘରକୁ କୁଣିଆ ଆସିବେ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ।
ଧନୁ: ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ।
/sambad/media/post_attachments/wp-content/uploads/2017/11/makar.jpg) ମକର: ବେପାର ବୃତ୍ତିରେ ମନ ଲାଗିବ। ଅଚାନକ ଧନପ୍ରାପ୍ତି ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତ ହେବ।
ମକର: ବେପାର ବୃତ୍ତିରେ ମନ ଲାଗିବ। ଅଚାନକ ଧନପ୍ରାପ୍ତି ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତ ହେବ।
/sambad/media/post_attachments/wp-content/uploads/2017/11/kumbha.jpg) କୁମ୍ଭ: ପୂରା ଦିନ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ।
କୁମ୍ଭ: ପୂରା ଦିନ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ: ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-6.jpg)
