publive-imageମେଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ହାସଲ କରିବାକୁ ପ୍ରୟାସ କରିବେ। ରାଜନୀତିରେ ଲାଭ ପାଇବେ।

Advertisment

publive-imageବୃଷ: ଆପଣଙ୍କ ଯୋଜନାକୁ ବାସ୍ତବ ରୂପ ଦେବା ଲାଗି ଲଗାତାର ପ୍ରୟାସ କରିବେ ଏବ˚ ସଫଳ ହେବେ। ବ୍ୟବସାୟରେ ଧନଲାଭ ହେବ। ଶୁଭ ଖବର ପାଇବେ।

publive-imageମିଥୁନ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ। କାମ ପ୍ରତି ସମର୍ପଣ ଦେଖି ଅଧିକାରୀ ପ୍ରଭାବିତ ହେବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ।

publive-imageକର୍କଟ: କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ଅର୍ଥ ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ଅଫିସରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହେବ।

publive-imageସି˚ହ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ସ˚କେତ ମିଳିପାରେ।

publive-imageକନ୍ୟା: ଇଷ୍ଟଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ।

publive-imageତୁଳା: ଭଲ ବ୍ୟବହାର ବଳରେ ସବୁ କାମ ହାସଲ କରିନେବେ। କର୍ତ୍ତୃପକ୍ଷ ଆପଣଙ୍କୁ ବଡ଼ ଦାୟିତ୍ବ ଦେବେ। କଳାକାରଙ୍କ ଲାଗି ଦିନଟି ଭଲ।

publive-imageବିଛା: ସାମାଜିକ କାର୍ୟ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟୀମାନେ ବଡ଼ ଚୁକ୍ତି କରିପାରନ୍ତି।

publive-imageଧନୁ: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚ ରହିବ। କୌଣସି କାର୍ୟ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ପ୍ରେମ ପ୍ରସଙ୍ଗରେ ଖୁବ୍‌ ଆନନ୍ଦ ମିଳିବ।

publive-imageମକର: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଆଶାଜନକ ଫଳ ପାଇବେ। ପ୍ରେମ ପ୍ରସଙ୍ଗରେ ନିଶ୍ଚିତ ସଫଳତା ମିଳିବ।

publive-imageକୁମ୍ଭ: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ କାମ ପୂରା କରିବାରେ ସହଯୋଗୀଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।

publive-imageମୀନ: ପିତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟୀ ବଡ଼ ଚୁକ୍ତି କରିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।