/sambad/media/post_attachments/wp-content/uploads/2017/11/ms-1.jpg) ମେଷ: କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ। ଆର୍ଥିକ ଲାଭ ହେବ। ସନ୍ତାନଙ୍କ ଦାୟିତ୍ବ ପୂରଣ ହେବ। ବ୍ୟବସାୟୀଙ୍କୁ ନୂଆ ଅର୍ଡର୍ ମିଳିବ।
ମେଷ: କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ। ଆର୍ଥିକ ଲାଭ ହେବ। ସନ୍ତାନଙ୍କ ଦାୟିତ୍ବ ପୂରଣ ହେବ। ବ୍ୟବସାୟୀଙ୍କୁ ନୂଆ ଅର୍ଡର୍ ମିଳିବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: କାର୍ୟ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରି ସମସ୍ତଙ୍କ ହୃଦୟ ଜିଣିନେବେ। ମାନ ସମ୍ମାନରେ ବୃଦ୍ଧି ହେବ। ମହିଳାମାନେ ଖୁସିର ସହ ସମୟ କାଟିବେ।
ବୃଷ: କାର୍ୟ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରି ସମସ୍ତଙ୍କ ହୃଦୟ ଜିଣିନେବେ। ମାନ ସମ୍ମାନରେ ବୃଦ୍ଧି ହେବ। ମହିଳାମାନେ ଖୁସିର ସହ ସମୟ କାଟିବେ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଆପଣ ଶକ୍ତିବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ କରି ଆସୁଥିବା ପ୍ରୟାସରେ ସଫଳ ହେବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ।
ମିଥୁନ: ଆପଣ ଶକ୍ତିବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ କରି ଆସୁଥିବା ପ୍ରୟାସରେ ସଫଳ ହେବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ପରିଶ୍ରମ ଅଧିକ କରନ୍ତୁ, ସଫଳତା ପାଇବେ। ବେପାର ସ˚ପର୍କିତ ଭଲ ଖବର ପାଇବେ। ଖର୍ଚ୍ଚ କମ୍ କରନ୍ତୁ।
କର୍କଟ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ପରିଶ୍ରମ ଅଧିକ କରନ୍ତୁ, ସଫଳତା ପାଇବେ। ବେପାର ସ˚ପର୍କିତ ଭଲ ଖବର ପାଇବେ। ଖର୍ଚ୍ଚ କମ୍ କରନ୍ତୁ।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବ୍ୟବସାୟ ବୃଦ୍ଧି ଲାଗି ବରିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ। ଆର୍ଥିକ ସ୍ଥିତି ଭଲ ରହିବ।
ସି˚ହ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବ୍ୟବସାୟ ବୃଦ୍ଧି ଲାଗି ବରିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ। ଆର୍ଥିକ ସ୍ଥିତି ଭଲ ରହିବ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ଜୀବନରେ କିଛି ପରିବର୍ତ୍ତନ ହେବ। ବ୍ୟବସାୟିକ କାମରେ ବାହାରକୁ ଯାଇପାରନ୍ତି। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶ˚ସା ମିଳିପାରେ।
କନ୍ୟା: ଜୀବନରେ କିଛି ପରିବର୍ତ୍ତନ ହେବ। ବ୍ୟବସାୟିକ କାମରେ ବାହାରକୁ ଯାଇପାରନ୍ତି। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶ˚ସା ମିଳିପାରେ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ପୂଜାପାଠରେ ଅଧିକ ସମୟ ବିତିବ। ଧର୍ମ ସ˚ସ୍ଥାକୁ ଦାନ ଦେଇପାରନ୍ତି। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଆୟ ସାଧନରେ ବୃଦ୍ଧି ହେବ।
ତୁଳା: ପୂଜାପାଠରେ ଅଧିକ ସମୟ ବିତିବ। ଧର୍ମ ସ˚ସ୍ଥାକୁ ଦାନ ଦେଇପାରନ୍ତି। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଆୟ ସାଧନରେ ବୃଦ୍ଧି ହେବ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଆତ୍ମସମୀକ୍ଷାରେ ସମୟ ବିତିବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।
ବିଛା: ଆତ୍ମସମୀକ୍ଷାରେ ସମୟ ବିତିବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ନୂଆ ଲୋକଙ୍କ ସହିତ ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ। ବ୍ୟବସାୟରେ ଲାଭ ହେବ। କଳାତ୍ମକ କାର୍ୟ୍ୟରେ ରୁଚି ବଢ଼ିବ। ମହିଳାଙ୍କୁ ସୁନ୍ଦର ଉପହାର ମିଳିବ।
ଧନୁ: ନୂଆ ଲୋକଙ୍କ ସହିତ ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ। ବ୍ୟବସାୟରେ ଲାଭ ହେବ। କଳାତ୍ମକ କାର୍ୟ୍ୟରେ ରୁଚି ବଢ଼ିବ। ମହିଳାଙ୍କୁ ସୁନ୍ଦର ଉପହାର ମିଳିବ।
/sambad/media/post_attachments/wp-content/uploads/2017/11/makar.jpg) ମକର: କାର୍ୟ୍ୟରେ ବିସ୍ତାର ଲାଗି ସୁଯୋଗ ପାଇବେ। ଆର୍ଥିକ ସ୍ଥିତି ଠିକ୍ ରହିବ। ଭୂସ˚ପତ୍ତି ସମସ୍ୟାର ସମାଧାନ ହୋଇଯିବ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।
ମକର: କାର୍ୟ୍ୟରେ ବିସ୍ତାର ଲାଗି ସୁଯୋଗ ପାଇବେ। ଆର୍ଥିକ ସ୍ଥିତି ଠିକ୍ ରହିବ। ଭୂସ˚ପତ୍ତି ସମସ୍ୟାର ସମାଧାନ ହୋଇଯିବ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।
/sambad/media/post_attachments/wp-content/uploads/2017/11/kumbha.jpg) କୁମ୍ଭ: ଆପଣ ନିଜକୁ ଖୁବ୍ ଶକ୍ତିବାନ ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ।
କୁମ୍ଭ: ଆପଣ ନିଜକୁ ଖୁବ୍ ଶକ୍ତିବାନ ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। କୌଣସି ନିର୍ମାଣ କାର୍ୟ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ।
ମୀନ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। କୌଣସି ନିର୍ମାଣ କାର୍ୟ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-6.jpg)
