ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ପ୍ରସନ୍ନ ରହିବ। କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ। ଆର୍ଥିକ ଚିନ୍ତା ସମାପ୍ତ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବୃଷ: ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନୂଆ କାମ ଆରମ୍ଭ କରିପାରନ୍ତିି। ଛାତ୍ରଙ୍କର ସମସ୍ୟା ମିଳିତ ଅଧୢୟନରେ ସମାଧାନ ହେବ।

 

ମିଥୁନ: ଭାଇ ଭଉଣୀଙ୍କ ସହ ଏକମତ ହୋଇ କାମ କରନ୍ତୁ, ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ।

 

କର୍କଟ: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

 

 

ସି˚ହ: ସାମାଜିକ କାର୍ୟ୍ୟରେ ସମୟ ବିତିବ। ବନ୍ଧୁଙ୍କ ମାଧୢମରେ କିଛି ଆଶା ପୂରଣ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି।

 

କନ୍ୟା:ଜରୁରୀ କାମ ମଠୁଆ ପାଇଁ ଅଧୁରା ରହିପାରେ। ଅର୍ଥ ସ˚ପର୍କିତ ମାମଲାରେ ହଇରାଣ ହୋଇପାରନ୍ତି। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ତୁଳା: ଜୀବନରେ ଉନ୍ନତି ଲାଗି ଅଧିକ ସୁଯୋଗ ମିଳିପାରେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ।

 

ବିଛା: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଘରେ ପତ୍ନୀଙ୍କ ସହିତ ସିନେମା ଦେଖିବେ।

 

ଧନୁ: ପୂଜାପାଠରେ ଅଧିକ ସମୟ ବିତିବ। ମନୋବଳ ଓ କାର୍ୟ୍ୟ କ୍ଷମତାରେ ବୃଦ୍ଧି ହେବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ବ୍ୟବସାୟରେ ଲାଭ ମିଳିବ।

 

ମକର: କୌଣସି କଥା ବୁଝିବାରେ ଭୁଲ୍ ହୋଇପାରେ। ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଛାତ୍ରୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

 

କୁମ୍ଭ: ଆପଣ ବହୁତ କାମ ଶେଷ କରିଦେବେ। ଅଫିସରେ ସମସ୍ତଙ୍କର ସହଯୋଗ ମିଳିବ। ଜୀବନସାଥୀଙ୍କ ଠାରୁ ଢେର‌୍ସାରା ପ୍ରେମ ପାଇବେ।

 

ମୀନ: ନିଜକୁ ସଠିକ୍ ପ୍ରମାଣିତ କରି ପାରିବେ। ସ୍ଥଗିତ ଥିବା କାମ ସମୟରେ ପୂରା ହୋଇଯିବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ।

ସମ୍ବନ୍ଧିତ ଖବର