publive-imageମେଷ: ପୁରୁଣା ବିବାଦ ସମାଧାନ ହୋଇଯିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଅଟକିଥିବା ଅର୍ଥ ଫେରିପାଇବେ। ମହିଳାଙ୍କୁ ସୁନ୍ଦର ଉପହାର ମିଳିବ।

Advertisment

publive-imageବୃଷ: ନୂଆ କାମ ଆରମ୍ଭ କରିପାରନ୍ତି। ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।

publive-imageମିଥୁନ: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ବିବାହ ଲାଗି ସୁନ୍ଦର ପ୍ରସ୍ତାବ ଆସିପାରେ।

publive-imageକର୍କଟ: ଦିନଟି ଆପଣଙ୍କ ଲାଗି ଶୁଭ ପରିଣାମ ଆଣିବ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ।

publive-imageସି˚ହ: ସମୟ ଆପଣଙ୍କ ଲାଗି ଅନୁକୂଳ। ବନ୍ଧୁମାନଙ୍କ ସହିତ ଏକମତ ହୋଇ କାମ କରନ୍ତୁ, କାର୍ଯ୍ୟ ବ୍ୟବସ୍ଥିତ ହେବ। ଛାତ୍ରୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିପାରେ।

publive-imageକନ୍ୟା: କଳ୍ପନା ଦୁନିଆରେ ମଜ୍ଜି ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବାକୁ ପ୍ରୟାସ କରିବେ। ବ୍ୟବସାୟିକ ଯାତ୍ରା ଲାଭପ୍ରଦ ହେବ। ସଂଗୀତ ପ୍ରତି ରୁଚି ବଢ଼ିବ।

publive-imageତୁଳା: ଆପଣ ଶକ୍ତିବାନ ଓ ସକ୍ରିୟ ରହବେ। ଧୈର୍ଯ୍ୟ ବଳରେ ସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କର କଥା ଓ କାମ କରିବାର କୌଶଳ ଲୋକଙ୍କୁ ବିସ୍ମିତ କରିବ।

publive-imageବିଛା: ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି ଉପରିସ୍ଥ କର୍ମଚାରୀ ଖୁସି ହେବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ବୈବାହିକ ଜୀବନ ଆନନ୍ଦମୟ ହେବ।

publive-imageଧନୁ: ପ୍ରଭାବଶାଳୀ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। ନିଜ କଥାରେ ଅଟଳ ରହିଲେ କ୍ଷତି ସହିବାକୁ ପଡ଼ିପାରେ। ବାଲ୍ୟ ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ମନେପକାଇବେ।

publive-imageମକର: ବ୍ୟବସାୟକୁ ସୁରକ୍ଷିତ କରିବା ନେଇ ମନରେ ନୂଆ ଯୋଜନା କରିବେ। ବନ୍ଧୁଙ୍କ ସହାୟତାରେ କିଛି ଆଶା ପୂରଣ ହେବ। ସମାଜରେ ମାନ ସମ୍ମାନ ବଢ଼ିବ।

publive-image

କୁମ୍ଭ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ବୁଦ୍ଧିଜୀବୀଙ୍କ ସହିତ ସ˚ପର୍କ ମଜଭୁତ ହେବ। ଆପଣଙ୍କ ପୁରୁଣା ଅଶାନ୍ତିର ସମାଧାନ ବାହାରିପାରେ।

publive-imageମୀନ: ଆପଣଙ୍କ ସାମର୍ଥ୍ୟକୁ ଭଲ କାମରେ ବିନିଯୋଗ କରିବେ। ନୂଆ ଉତ୍ସରୁ ଧନଲାଭ ହୋଇପାରେ। ଦମ୍ପତିଙ୍କ ଲାଗି ଦିନଟି ଅନୁକୂଳ ରହିବ।