ଜାଣନ୍ତୁ ଆଜିର ରାଶିଫଳ

ମେଷ: ନୂଆ ଉତ୍ସରୁ ରୋଜଗାର ହେବ। ଅଫିସରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରେରଣା ମିଳିବ। ଛାତ୍ରୀଙ୍କ ଲାଗି ଦିନଟି ଶିକ୍ଷଣୀୟ ହେବ।

 

 

ବୃଷ: ବନ୍ଧୁମାନଙ୍କ ସହ ଗପସପରେ ସମୟ ବିତିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ମିଳିପାରେ।

 

 

ମିଥୁନ: ବ୍ୟବସାୟରେ ପରିବାରର ସହଯୋଗ ଲୋଡ଼ିବେ। କୌଣସି ସମାଧାନ କାର୍ଯ୍ୟ ତରବରିଆ ଭାବେ କରନ୍ତୁ ନାହିଁ। ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

 

 

କର୍କଟ: ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟୀ ନୂଆ କ୍ଷେତ୍ରରେ ଅର୍ଥ ବିନିଯୋଗ କରନ୍ତୁ।

 

 

ସି˚ହ: ଆପଣଙ୍କୁ କ୍ୟାରୟର୍ ଗଢ଼ିବାର ସୁଯୋଗ ମିଳିପାରେ। ନୂଆ ଲୋକଙ୍କ ସହିତ ସମ୍ପର୍କ ହେବ। ଦାମ୍ପତ୍ୟ ଜୀବନରେ ଶ୍ରଦ୍ଧା ବଜାୟ ରହିବ।

 

କନ୍ୟା: ଆପଣଙ୍କ ମନ ଶାନ୍ତ ଓ ଚିନ୍ତାମୁକ୍ତ ରହିବ। ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

 

 

ତୁଳା: ପରିବାରରେ ଲାଗି ରହିଥିବା ଝଗଡ଼ାର ସମାଧାନ ହୋଇପାରେ। ବଡ଼ ନିଷ୍ପତ୍ତି ନେଇ ବନ୍ଧୁ ଓ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ।

 

 

ବିଛା: ରଚନାତ୍ମକ କାର୍ଯ୍ୟରେ ସମୟ ବିତିବ। ନୂଆ କାରବାରରେ ଭାଗ୍ୟ ସାଥ୍‌ ଦେବ। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ।

 

ଧନୁ: ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ନୂଆ ଦାୟିତ୍ବ ଗ୍ରହଣ ନିର୍ବାହ କରିବାକୁ ପଡ଼ିବ। ବ୍ୟବସାୟରେ ଲାଭ ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ।

 

 

ମକର: କୌଣସି କାମରେ ଆଶାରୁ ଅଧିକ ଲାଭ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

 

କୁମ୍ଭ: ମାନସିକ ଅବସାଦରୁ ମୁକ୍ତି ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ। ଘରକୁ ଅତିଥି ଆସିପାରନ୍ତି।

 

ମୀନ: ମନରେ ସକାରାତ୍ମକ ବିଚାର ଉତ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

ସମ୍ବନ୍ଧିତ ଖବର

Comments are closed.