ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନର କୌଣସି ଦିଗରେ ସୁଧାର ହେବ। ପ୍ରିୟ ବନ୍ଧୁଙ୍କ ସହିତ ମାନସିକ ସ୍ଥିତି ନେଇ ଆଲୋଚନା ହେବ। ବିବାହିତଙ୍କ ଲାଗି ଦିନଟି ସାଧାରଣ ରହିବ।

 

 

ବୃଷ: ଦିନଟି ପୂର୍ବ ଅପେକ୍ଷା ଭଲ ସାବ୍ୟସ୍ତ ହେବ। ଅଫିସରେ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିପାରେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

 

 

ମିଥୁନ: ଲଗାତାର ପରିଶ୍ରମର ସୁଫଳ ଆଜି ପାଇବେ। କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ଘରୋଇ ମାମଲାରେ ଅନ୍ୟକୁ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ।

 

 

କର୍କଟ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ବନ୍ଧୁ ସହିତ ବ୍ୟକ୍ତିଗତ କଥା ଆଲୋଚନା କରିବେ। ଚାକିରିରେ ଦାୟିତ୍ବ ବଢ଼ିବ। ଆପଣଙ୍କ ହାତରନ୍ଧା ସ୍ବାଦିଷ୍ଠ ହେବ।

 

 

ସି˚ହ: ସ୍ଥଗିତ କାମ ସହଜରେ ସମାପ୍ତ କରି ପାରିବେ। ଖୁସି ହୋଇ କର୍ତ୍ତୃପକ୍ଷ କିଛି ଉପହାର ଦେଇପାରନ୍ତି। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

 

କନ୍ୟା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। କ୍ୟାରିୟରରେ ସଫଳତା ସୁନିଶ୍ଚିତ ହେବ।

 

 

ତୁଳା: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବା ଶିଖିବେ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଜୀବନରେ ଖୁସି ବଜାୟ ରହିବ।

 

 

ବିଛା: ସାଙ୍ଗ ଓ ପରିଜନଙ୍କ ସହ ସମୟ ବିତିବ। ଜରୁରୀ କାମ ପୂରା ହେବ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ପ୍ରେମରେ ସଫଳତା ପାଇବେ।

 

ଧନୁ: ଘରୋଇ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆୟର ନୂଆ ଉତ୍ସ ମିଳିପାରେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

 

 

ମକର: ଆପଣଙ୍କ ମନୋବଳ ଉଚ୍ଚ ରହିବ। ନୂଆ ପରିଯୋଜନାରେ କାମ କରି ବହୁତ କିଛିି ଶିଖିବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଉତ୍ତମ।

 

କୁମ୍ଭ: କ୍ୟାରିୟର ବିଷୟରେ ସଠିକ୍‌ ବିଚାର କରିପାରନ୍ତି। କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ପାଇବେ। ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତିରୁ ଲାଭ ପାଇବେ।

 

ମୀନ: ବନ୍ଧୁ ବର୍ଗ ସହିତ ଘନିଷ୍ଠ ସ˚ପର୍କ ବଜାୟ ରହିବ। ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସ˚ପୂର୍ଣ୍ଣ କରିନେବେ। ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତ ଆରମ୍ଭ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର

Comments are closed.