ମେଷ: ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ପାଇବେ। ନିଜ କାମରେ ଅଧିକ ପରିଶ୍ରମ କରିବେ। ପ୍ରିୟତମଙ୍କ ସହିତ ସମ୍ପର୍କ ମଜଭୁତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ବନ୍ଧୁ ସାହାଯ୍ୟ କରିବେ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ମନୋଯୋଗ ଦେବେ।
ମିଥୁନ: ସ୍ବାସ୍ଥ୍ୟ ଭଲ ରହିବ। ଆୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ।
କର୍କଟ: ଭାଗ୍ୟର ସହଯୋଗ ପାଇବେ। ବାଲ୍ୟ ବନ୍ଧୁଙ୍କ ସହିତ ମିଶିବାର ଅବସର ପାଇବେ। ନୂଆ ଚାକିରି ମିଳିବାର ସମ୍ଭାବନ ଅଛି। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
ସି˚ହ: ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନା ପାଇଁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରଶ˚ସା ମିଳିବ। ବେପାର ପାଇଁ ମନରେ ନୂଆ ବିଚାର ଆସିପାରେ।
କନ୍ୟା: ବିଶେଷ କାମରେ ପରିଶ୍ରମ କଲେ ଲାଭ ପାଇବେ। ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ।
ତୁଳା: ପୂଜାପାଠରେ ଅଧିକ ସମୟ ଦେବେ। ମନର ଇଚ୍ଛା ପୂରଣ ହେବ। ବନ୍ଧୁ ଘରକୁ ଆସିବେ। ବ୍ୟବସାୟୀଙ୍କୁ ଆୟ ପାଇଁ ନୂଆ ଉତ୍ସ ମିଳିବ।
ବିଛା: କ୍ୟାରିୟର ଲାଗି ନୂଆ ଦିଗର ସନ୍ଧାନ ମିଳିବ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ କାମ ସ˚ପୂର୍ଣ୍ଣ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ଧନୁ: ମନ ସାମାଜିକ କାର୍ଯ୍ୟରେ ଲାଗି ରହିପାରେ। ଅଧିକ ପରିଶ୍ରମ କରି ଆର୍ଥିକ ସ୍ଥିତି ମଜଭୁତ କରିନେବେ। ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ।
ମକର: ଅଫିସରେ ପରିସ୍ଥିତି ଟିକେ ବଦଳି ଯାଇପାରେ। କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରହନ୍ତୁ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
କୁମ୍ଭ: ସକାରାତ୍ମକ ଭାବନା ଓ ଶକ୍ତି ପ୍ରୟୋଗ କରନ୍ତୁ। ମହିଳା ବନ୍ଧୁଙ୍କ ମାଧୢମରେ କାମ ସ˚ପୂର୍ଣ୍ଣ ହେବ। ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ।
ମୀନ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ନିଜ ଲୋକଙ୍କର ସାହାଯ୍ୟ ପାଇବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ଆସିବ।