ମେଷ: ଆପଣଙ୍କ ମନ ଉତ୍ସାହିତ ରହିବ। କିଛି ନୂଆ କରି ଦେଖାଇବେ। ଅଫିସରେ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହେବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ।
ମିଥୁନ: ଇଷ୍ଟଦେବଙ୍କ ଧୢାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଘର ସୌନ୍ଦର୍ଯ୍ୟୀକରଣ ପାଇଁ ସମୟ ଦେବେ। ବେପାରରେ ଲାଭ ହେବ।
କର୍କଟ: ପୂରାଦିନ ନୂଆ ଶକ୍ତିରେ ଭରି ରହିବେ। ବ୍ୟବସାୟରେ ସବୁ କିଛି ଭଲ ହେବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ।
ସି˚ହ: ପ୍ରତ୍ୟେକ କ୍ଷେତ୍ରରେ ଆପଣ ଜୟଯୁକ୍ତ ହେବେ। ଆପଣଙ୍କୁ ବଡ଼ ଗାୟକଙ୍କର ସହଯୋଗ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।
କନ୍ୟା: ଆପଣଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ। ବେପାରରେ ଉନ୍ନତି ହେବ। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।
ତୁଳା: ଆପଣଙ୍କର ଅନ୍ତରାତ୍ମା ପ୍ରଖର ରହିବ। ସାମନାକୁ ଆସୁଥିବା ବ୍ୟକ୍ତିମାନଙ୍କର ଶାରୀରିକ ଭାଷାକୁ ଆପଣ ସହଜରେ ବୁଝିନେବେ।
ବିଛା: ଆପଣଙ୍କୁ ଉଚିତ ସମୟ ଉପରେ ଧୢାନ ରଖିବାକୁ ହେବ। ତା’ହେଲେ ଯାଇ ମନସ୍କାମନା ପୂରଣ ହେବ। ଚାକିରିଆଙ୍କ ଲାଗି ଦିନଟି ଉତ୍ତମ।
ଧନୁ: ବହୁ ଦିନର ଆଶା ପୂରଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
ମକର: ଆତ୍ମବିଶ୍ବାସ ଅତୁଟ ରହିବ। କିଛି ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟରେ ଲାଭଦାୟକ ଡିଲ୍ କରିବାରେ ସଫଳ ହେବେ।
କୁମ୍ଭ: କୌଣସି କାମ କରିବାକୁ ଯାଉଥିଲେ ପରିବାରର ବଡ଼ଙ୍କ ପରାମର୍ଶ ନିଅନ୍ତୁ। ଟଙ୍କା ପଇସା ମାମଲାରେ ବୁଦ୍ଧି ଲଗାଇ କାମ କରନ୍ତୁ।
ମୀନ: ଅଫିସରେ ପୁରୁଣା ପରିଚୟ ବଳରେ ଆପଣଙ୍କୁ ଲାଭ ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ଆସିବ। ପ୍ରିୟତମଙ୍କୁ ଉପହାର ଦେବେ।