publive-imageମେଷ: କୌଣସି କାମରେ ଲାଗି ରହିଥିବା ବାଧା ଦୂର ହେବ। ଅଚାନକ ଧନଲାଭ ହେବ। ବ୍ୟବସାୟରେ ଉନ୍ନତି କରିବେ। କୌଣସି ଭଲ ଖବର ମିଳିବ।

Advertisment

publive-imageବୃଷ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ।

publive-imageମିଥୁନ: ସାରା ଦିନ କାମ କରିବା ହେତୁ କ୍ଳାନ୍ତ ଅନୁଭବ କରିବେ। ଲାଗି ରହଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହେବ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ହେବ।

publive-imageକର୍କଟ: ସାରା ଦିନ ପ୍ରସନ୍ନ ରହିବେ। ଆପଣ ଅନୁରୋଧକୁ କେହି ମନା କରିବେ ନାହିଁ। ଧନଲାଭର ନୂଆ ମାର୍ଗ ଖୋଲିବ। ଅଫିସରେ ନୂଆ ଦାୟିତ୍ବ ପାଇବେ।

publive-imageସି˚ହ: ପିତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଜୀବନରେ ଆଗକୁ ବଢ଼ିବା ଲାଗି ରାସ୍ତା ଖୋଲିବ। ବନ୍ଧୁଙ୍କୁ ଫୋନରେ ମନ କଥା କହିବେ।

publive-imageକନ୍ୟା: ସବୁ ପ୍ରସଙ୍ଗରେ ମନ ସକାରାତ୍ମକ ରହିବ। ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ। ଅଫିସରେ ତଳିଆ କର୍ମଚାରୀଙ୍କର ସାହାଯ୍ୟ ମିଳିବ।

publive-imageତୁଳା: ଭାବିଥିବା ସବୁ କାମ ସ˚ପୂର୍ଣ୍ଣ କରିବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ଘରେ ଖୁସିର ପରିବେଶ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-imageବିଛା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ରାଜନୈତିକ ସ˚ପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ।

publive-imageଧନୁ: ନକାରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କଷ୍ଟ କମ୍‌ ହେବ।

publive-imageମକର: ପୂଜାପାଠରେ ମନ ଲାଗିବ। ନୂଆ ଲୋକଙ୍କ ସହିତ ବାର୍ତ୍ତାଳାପ ବ୍ୟବସାୟ ପାଇଁ ସହାୟକ ହେବ। ଗୃହିଣୀ କମ୍ ସମୟରେ କାର୍ଯ୍ୟ ସମାପ୍ତ କରିବାରେ ସକ୍ଷମ ହେବେ।

publive-image

କୁମ୍ଭ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। କ୍ୟାରିୟର ସ˚ପର୍କିତ ନୂଆ ସୁଯୋଗ ମିଳିବ। ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageମୀନ: ଚାକିରି ସମ୍ବନ୍ଧରେ ଆଶ୍ବସ୍ତିକର ଖବର ପାଇବେ। ବ୍ୟବସାୟରେ ଚୁକ୍ତି ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ।