ମେଷ: ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ବିବାହିତଙ୍କ ଲାଗି ଦିନଟି ଉତ୍ତମ।
ବୃଷ: କୌଣସି ନୂଆ ସୁଯୋଗ ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ସାମାଜିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।
ମିଥୁନ: ନୂଆ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଜମି ଦଲାଲଙ୍କ ସହିତ ନୂଆ ଡିଲ୍ ଚୂଡ଼ାନ୍ତ ହେବ। ଖେଳାଳୀଙ୍କର ପ୍ରଶ˚ସକ ସ˚ଖ୍ୟା ବଢ଼ିବେ।
କର୍କଟ: ଶୁଭ ଖବର ପାଇବେ। ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବ। ବ୍ୟବସାୟର ବିସ୍ତାର ପାଇଁ ଭାବିବେ। ସନ୍ତାନଙ୍କ ଦାୟିତ୍ବ ସ˚ପୂର୍ଣ୍ଣ କରିବେ।
ସି˚ହ: ବେପାରରେ ପ୍ରଗତି ପାଇଁ ଧୢାନ ଦେବେ। କଷ୍ଟରେ ଥିବା ବନ୍ଧୁଙ୍କୁ ସାହାଯ୍ୟ କରିବେ। ରାଜନୀତିରେ କିଛି ଆଶା ପୂରଣ ହେବ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ।
କନ୍ୟା: ଦିନଟି ଉତ୍ସାହ ଭରା ରହିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।
ତୁଳା: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପ୍ରିୟତମଙ୍କ ଠାରୁ ଖୁବ୍ ପ୍ରେମ ପାଇବେ।
ବିଛା: ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ କରିବେ। ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିଁ। ଭାଇ ଭଉଣୀଙ୍କ ସହିତ ସ˚ପର୍କ ମଧୁର ହେବ।
ଧନୁ: ଆପଣଙ୍କର କୌତୁକିଆ ସ୍ବଭାବ ଲୋକପ୍ରିୟତାରେ ବୃଦ୍ଧି କରାଇବ। କୌଣସି ଖବର ପାଇ ନିଷ୍ପତ୍ତି ନେବାରେ ବିଳମ୍ବ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ମକର: କର୍ମକ୍ଷେତ୍ରରେ ଭଲ ନୀତି ଅନୁସରଣ କରି କାମ କରିବେ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପ୍ରେମ ସାଗରରେ ବୁଡ଼ ପକାଇବେ।
କୁମ୍ଭ: ନିଜକୁ ଶକ୍ତିମାନ୍ ଅନୁଭବ କରିବେ। ଆପଣଙ୍କର ପୁରୁଣା ଇଚ୍ଛା ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। କୌଣସି ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି।
ମୀନ: ପ୍ରଭୁଙ୍କ ଭାବନାରେ ସମୟ ବିତିବ। ଧର୍ମଗ୍ରନ୍ଥ ଆଦି କିଣିବେ। ନେତା ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ମିଶିବାର ସୁଯୋଗ ପାଇବେ।