ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ସୃଷ୍ଟି ହେବ। ବେପାରୀ ବର୍ଗଙ୍କୁ ଧନଲାଭ ହେବ।

 

 

ବୃଷ: ଆପଣଙ୍କ ଉଦାର ସ୍ବଭାବରେ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। କାର୍ଯ୍ୟ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହିତ ସ˚ପର୍କ ଉତ୍ତମ ରହିବ।

 

 

ମିଥୁନ: କାରବାରରେ ଲାଭ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। କୌଣସି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

 

 

କର୍କଟ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହଛି। ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ନେତାଙ୍କ ଲାଗି ଦିନଟି ଶୁଭ। ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ।

 

 

ସି˚ହ: ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ରହିବ।

 

କନ୍ୟା: ମନରେ ନୂଆ ନୂଆ ବିଚାର ଆସିବ। ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ବେକାରଙ୍କୁ ରୋଜଗାର ମିଳିପାରେ। ପୁରୁଣା ମିତ୍ରଙ୍କ ସହିତ ଦେଖା ହେବ।

 

 

ତୁଳା: ଜରୁରୀ କାମରେ ଯିବାକୁ ଥିଲେ ବିଶ୍ବାସ ଅତୁଟ ରଖନ୍ତୁ। ବ୍ୟବସାୟରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ସନ୍ତାନ ତରଫରୁ ଖୁସି ଖବର ପାଇବେ।

 

 

ବିଛା: ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ।

 

ଧନୁ: ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

 

 

ମକର: ମିତ୍ରଙ୍କ ସହଯୋଗରେ ଆପଣଙ୍କର କାମ ଚୂଡ଼ାନ୍ତ ହେବ। କୌଣସି ବ୍ୟକ୍ତିଙ୍କ ସହାୟତା ଯୋଗୁ ବ୍ୟବସାୟରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

 

କୁମ୍ଭ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଆନ୍ତରିକ ପ୍ରୟାସ କରନ୍ତୁ; କାମ ଭଲ ଭାବରେ ହେବ। ଶୁଭ ଖବର ପାଇବେ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ।

 

ମୀନ: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ଜୀବନସାଥୀଙ୍କ ସହିତ ସୁଖମୟ ଜୀବନ ଅତିବାହିତ କରିବେ।

ସମ୍ବନ୍ଧିତ ଖବର