ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କୁ କାମରେ ନୂଆ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

 

 

ବୃଷ: ପ୍ରଗତିରେ ଅବରୋଧ ହୋଇପାରେ। କୌଣସି କାମ ପାଇଁ ଓକିଲଙ୍କ ସହିତ ପରାମର୍ଶ କରିବେ। ମଉଜ ମଜଲିସ ପାଇଁ ଭଲ ଅବସର ପାଇବେ।

 

 

ମିଥୁନ: ସବୁ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ବ୍ୟବସାୟରେ ଲାଭର ଯୋଗ ରହିଛି। ବୈବାହିକ ଜୀବନ ଭଲ ରହିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

 

 

କର୍କଟ: ନିଜର ବିଶେଷ କାମକୁ ପ୍ରଥମେ ସମାପ୍ତ କରିବାକୁ ଚେଷ୍ଟା କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ।

 

 

ସି˚ହ: କିଛି ନୂଆ କରିବାକୁ ଭାବିବେ। ଅଧିକାରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା ହେବେ। ରାଜନୀତିରେ ଲାଭ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

 

କନ୍ୟା: ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ବଡ଼ ଅଧିକାରୀଙ୍କ ସହଯୋଗ ଆପଣଙ୍କୁ ମିଳିପାରେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।

 

ତୁଳା: ଭାଗ୍ୟର ସହଯୋଗ ପାଇବେ। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରଖନ୍ତୁ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପରୀକ୍ଷାର ପ୍ରସ୍ତୁତି ଲାଗି ଦିନଟି ଭଲ।

 

 

ବିଛା: ଆପଣ ଆତ୍ମବିଶ୍ବାସର ସହିତ କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆଇନକାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଶାନ୍ତି ବଢ଼ିବ।

 

ଧନୁ: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ଜଣାଶୁଣାରୁ ଲାଭ ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ ହେଲେ କିଛି କରିପାରିବେ ନାହିଁ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ।

 

 

ମକର: ଆପଣଙ୍କର ସ୍ବଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ଭାବିଥିବା କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।

 

କୁମ୍ଭ: ପ୍ରତିଟି କ୍ଷେତ୍ରରେ ସତ୍ୟର ସାଥ ଦେବେ। କିଛି ନୂଆ ଅନୁଭବ ପ୍ରାପ୍ତ କରିବେ। ଆୟର ନୂଆ ଉତ୍ସ ସାମନାକୁ ଆସିବ। ପ୍ରେମ ସାଗରରେ ବୁଡ଼ ପକାଇବେ।

 

ମୀନ: ଆତ୍ମବିଶ୍ବାସର ସହ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଅଚାନକ ଧନଲାଭ ହେବ। କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର