ଜାଣନ୍ତୁ ଆଜିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କର ଯୋଗାଯୋଗ ହେବ। ଜୀବନରେ ଆଗକୁ ବଢ଼ି ଚାଲିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସକାରାତ୍ମକ ଫଳ ଆଣିବ।

 

ବୃଷ: ସଫଳତା ହାସଲ ପାଇଁ ବ୍ୟଗ୍ର ରହିବେ। କ˚ପାନି ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ। ଜୀବନସାଥୀଙ୍କ ସହିତ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ।

 

 

ମିଥୁନ: କୌଣସି ନୂଆ ସୁଯୋଗ ଲାଗି ଆପଣ ପ୍ରସ୍ତୁତ ରହିବେ। ଘରେ କୌଣସି ଶୁଭକାର୍ଯ୍ୟର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ବ୍ୟବସାୟରେ ଲାଭ ହେବ।

 

କର୍କଟ: ଜୀବନରେ ସକାରାତ୍ମକତା ବଜାୟ ରଖନ୍ତୁ। ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ।

 

ସି˚ହ: ଦିନଟି ଧାର୍ମିକ ଗତିବିଧିରେ କଟିବ। କୌଣସି ପ୍ରକଳ୍ପ କାର୍ଯ୍ୟରେ ସଫଳତା ପାଇବେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ।

 

 

କନ୍ୟା: କିଛି ନୂଆ ଶିଖିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ନେଇ ଅନିଶ୍ଚିତତା ଲାଗି ରହିବ। କୌଣସି ଭଲ ଖବର ପାଇବେ। ଉଦିତ ଲେଖକଙ୍କ ପାଇଁ ଦିନଟି ଶୁଭ।

 

ତୁଳା: ଖୋଦ୍‌କୁ ଶକ୍ତିମାନ ଅନୁଭବ କରିବେ। ରଚନାତ୍ମକ କାମରେ ସଫଳତା ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ।

 

 

ବିଛା: କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅମନୋଯୋଗୀ ହେବେ।

 

ଧନୁ: ଆପଣଙ୍କ ଲାଗି ଉଜ୍ଜ୍ବଳ ସମ୍ଭାବନା ରହିଛି। ଜରୁରୀ କାମରେ ଭାଇଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

 

ମକର: ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ। ଆର୍ଥିକ ପ୍ରସଙ୍ଗରେ ନୂଆ ମାର୍ଗ ଖୋଲିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

 

 

କୁମ୍ଭ: ବଡ଼ଙ୍କ ସହିତ ପରାମର୍ଶ କରି ନୂଆ ପଦକ୍ଷେପ ନିଅନ୍ତୁ। ଅଚିହ୍ନା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ବନ୍ଧୁଙ୍କ ସହିତ ସୁଖଦ ସମୟ କାଟିବେ।

 

ମୀନ: ଆପଣ ସ୍ବପ୍ନର ଦୁନିଆରେ ବିଚରଣ କରିବେ। ସହକର୍ମୀଙ୍କ ସାହଯ୍ୟରେ କୌଣସି ଯୋଜନା ସଫଳ ହେବ। ଆର୍ଥିକ ଅବସ୍ଥାକୁ ଧୢାନରେ ରଖି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର