ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାର ବୃତ୍ତିରେ ଆଶାଠୁଁ ଅଧିକ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସମୟ ବିତିବ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ପରିବାରରେ ଶାନ୍ତି ପ୍ରତିଷ୍ଠା ହେବ।

 

ବୃଷ: ପରିବାର ମଧୢରେ ହର୍ଷ ଉଲ୍ଲାସ ଦେଖାଦେବ। ନୂଆ ପ୍ରସ୍ତାବ ଓ କାମ ମିଳିପାରେ। ଧର୍ମସ˚ସ୍ଥାକୁ ଦାନ ଦେଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ।

 

 

ମିଥୁନ: ନିଜର ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଅର୍ଥ ସମ୍ବନ୍ଧରେ ଅଯଥା ଚିନ୍ତା କରନ୍ତୁ ନାହିଁ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ।

 

କର୍କଟ: ପ୍ରିୟ ଲୋକଙ୍କ ସହିତ ମଉଜ କରିବେ। ରୋଜଗାର ଖୋଜୁଥିବା ଯୁବକମାନଙ୍କୁ ଚାକିରିର ସୁଯୋଗ ମିଳିବ। ବେପାରୀଙ୍କୁ ଯଥେଷ୍ଟ ଲାଭ ହେବ।

 

ସି˚ହ: ସରକାରୀ କାମରେ ଦୂର ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ। ବେପାରରେ ଉନ୍ନତି ପାଇଁ ନୂଆ ଯୋଜନା ତିଆରି କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

 

 

କନ୍ୟା: ସ୍ବଳ୍ପଭାଷୀ ହେଲେ ଲୋକଙ୍କ ନଜରକୁ ଆସିବେ। ଘରକୁ ବନ୍ଧୁ ଆସିବେ। ନୂଆ ସ୍ରୋତରୁ ଧନଲାଭ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ।

 

ତୁଳା: ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ବଜାରରେ ବାକି ପଡ଼ିଥିବା ଅର୍ଥ ପାଇବେ।

 

 

ବିଛା: ଲାଭ ପାଇଁ ଏକାଧିକ ସୁଯୋଗ ମିଳିବ। ଜରୁରୀ କାମ ସମୟସୀମା ମଧ୍ୟରେ ପୂରା ହୋଇଯିବ। ଦୂର ସ୍ଥାନକୁ ଯାତ୍ରା କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ।

 

ଧନୁ: ନିଜର କ୍ୟାରିୟରକୁ ନେଇ ମାନସ ମନ୍ଥନ କରିବେ। କୌଣସି କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି।

 

ମକର: ଭାଗ୍ୟର ପୂରା ସହଯୋଗ ପାଇବେ। ପ୍ରତିଟି କାମ ତୁରନ୍ତ ପୂରା କରିନେବେ। ଅଧିକାରୀ ବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ। ବେପାରରେ ଲାଭ ହେବ।

 

 

କୁମ୍ଭ: ଜୀବନରେ ସକାରାତ୍ମକତା ବଜାୟ ରହିବ। ମଧୁର ବ୍ୟବହାର ବଳରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ।

 

ମୀନ: ସାବଧାନତାର ସହ ଅର୍ଥ ଆଦାନପ୍ରଦାନ କରନ୍ତୁ। ପୁରୁଣା ବନ୍ଧୁଙ୍କୁ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ସ୍ଥାପିତ ହେବ।

ସମ୍ବନ୍ଧିତ ଖବର

Comments are closed.