ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ କ୍ୟାରିୟର ପ୍ରସଙ୍ଗରେ କିଛି ଭଲ ହୋଇପାରେ। ବନ୍ଧୁଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ଖର୍ଚ୍ଚକୁ ନେଇ ଚିନ୍ତା ବଢ଼ିପାରେ।

 

ବୃଷ: ଅଧିକ ଚେଷ୍ଟା କରନ୍ତୁ, କାର୍ଯ୍ୟରୁ ଭଲ ଫଳାଫଳ ପାଇବେ। ଆୟର ନୂଆ ସ୍ରୋତ ସମାନାକୁ ଆସିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

 

 

ମିଥୁନ: ଆଜି ଜରୁରୀ କାମରେ ସଫଳତା ପାଇବେ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।

 

କର୍କଟ: ପ୍ରତିଟି କାମରେ ଉତ୍କର୍ଷ ପ୍ରଦର୍ଶନ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସ୍ବଚ୍ଛଳ ହେବ। ଚାକିରି ସମ୍ବନ୍ଧରେ ଶୁଭ ସ˚କେତ ମିଳିବା ହେତୁ ଖୁସିର ମାହୋଲ ରହିବ।

 

ସି˚ହ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। ଠିକ୍ ନିଷ୍ପତ୍ତି ନେବାରେ ସକ୍ଷମ ହେବେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ ରହିବ।

 

 

କନ୍ୟା: ବେପାରରେ ଆଶାନୁରୂପ ଫଳ ପାଇବେ। ଅଫିସରେ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

 

ତୁଳା: ବହୁ ଦିନର ଅସୁବିଧା ଦୂର ହେବ। ଚାକିରିଜୀବୀଙ୍କୁ ଅଫିସରେ ଭଲ ଖବର ମିଳିବ। ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିବେ।

 

 

ବିଛା: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ। ନୂଆ କାମରେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ। ପରିବାରରେ ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ରହିବ।

 

ଧନୁ: ସାରାଦିନ ସୁସ୍ଥ ଓ ସବଳ ଅନୁଭବ କରିବେ। କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ।

 

ମକର: ନିଜର କ୍ୟାରିୟରକୁ ନେଇ ମାନସ ମନ୍ଥନ କରିବେ। କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବେପାରୀଙ୍କୁ ଧନଲାଭ ହେବ

 

 

କୁମ୍ଭ: ଚାକିରିଜୀବୀଙ୍କ ଲାଗି ଦିନଟି ଉତ୍ତମ। ବ୍ୟବସାୟ ବୃଦ୍ଧିରେ ନିକଟ ସ˚ପର୍କିୟ ସହଯୋଗ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ମୀନ: କାମ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିଁରେ ଲାଭ ପାଇବେ। ସୁସମ୍ବାଦ ମିଳିବ। ବନ୍ଧୁମାନଙ୍କ ସହିତ ଭଲ ସମୟ ଅତିବାହିତ ହେବ।

ସମ୍ବନ୍ଧିତ ଖବର