ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ନୂଆ ଚୁକ୍ତିପତ୍ରରୁ ଲାଭ ପାଇବେ। ପରିବାରରେ ପୁଣ୍ୟ କାର୍ଯ୍ୟ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ।

 

ବୃଷ: ଅଫିସ ପ୍ରସଙ୍ଗ ନେଇ ସାବଧାନ ରୁହନ୍ତୁ। ଟଙ୍କା ପଇସା ପାଇଁ କାହାରି ସହିତ ବିବାଦ ହୋଇପାରେ। ପରିବାରରେ ଦାୟିତ୍ବ ବଢ଼ିବ।

 

 

ମିଥୁନ: ପରିଶ୍ରମର ସକାରାତ୍ମକ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। କୃଷି କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।

 

କର୍କଟ: ଆପଣଙ୍କର ମହତ୍ତ୍ବାକା˚କ୍ଷାକୁ ସମର୍ଥନ ମିଳିବ। ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ।

 

ସି˚ହ: ମନରେ ଧାର୍ମିକ ଭାବନା ଉଦୟ ହେବ। ଧର୍ମ ପୁସ୍ତକାଦି କିଣିବେ। ପ୍ରତ୍ୟେକ କାମରେ ସଫଳତା ପାଇବେ। ଆୟ ବୃଦ୍ଧି ପାଇଁ ନୂଆ ସ୍ରୋତ ମିଳିବ।

 

 

କନ୍ୟା: ଆପଣଙ୍କ କାମ ମନ୍ଥର ଗତିରେ ଆଗକୁ ବଢ଼ିବ। ବିଶେଷ କାମରେ ବନ୍ଧୁଙ୍କ ଠାରୁ ଭଲ ପରାମର୍ଶ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।

 

ତୁଳା: ସ˚ପର୍କିୟଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ଇ˚ଜିନିୟରଙ୍କୁ ଭଲ ସ୍ଥାନରେ ନିଯୁକ୍ତି ମିଳିବ। ବେପାରରେ ଲାଭ ବଢ଼ିବ।

 

 

ବିଛା: ଶତ୍ରୁଙ୍କୁ ପରାସ୍ତ କରିବେ। ସମାଜରେ ମାନ ସମ୍ମାନ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପ୍ରେମ ନିବେଦନ ଲାଗି ଶୁଭ ସମୟ।

 

ଧନୁ: ରୋଜଗାର ବୃଦ୍ଧି ହେବ। ବ୍ୟବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ। କ୍ରିକେଟ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ। ବନ୍ଧୁଙ୍କ ଠାରୁ ଭଲ ଖବର ଶୁଣିବେ।

 

ମକର: ଆପଣଙ୍କର କାର୍ଯ୍ୟକ୍ଷମତା ଭବିଷ୍ୟତକୁ ଉଜ୍ଜ୍ବଳ କରିବ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ।

 

 

କୁମ୍ଭ: ଆପଣଙ୍କ ଭିତରେ ପର୍ଯ୍ୟାପ୍ତ ଆତ୍ମବିଶ୍ବାସ ସୃଷ୍ଟି ହେବ। ଆଇନ ମାମଲାର ସମାଧାନ ହୋଇଯିବ। ସାମାଜିକ କାର୍ଯ୍ୟରେ ସମୟ ଦେବେ।

 

ମୀନ: ନିଜର ସାଥୀମାନଙ୍କୁ ଖୁସି ରଖିବାକୁ ଚେଷ୍ଟା କରିବେ। ପ୍ରତିଟି କାମ ତୁରନ୍ତ କରିନେବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଲାଭଦାୟକ।

ସମ୍ବନ୍ଧିତ ଖବର

Comments are closed.