ମେଷ: ଆପଣଙ୍କର ଜରୁରୀ କାମ ସ˚ପୂର୍ଣ୍ଣ ହେବ। ସରକାରୀ ଯୋଜନାରୁ ଲାଭ ପାଇବେ। ସୁସମ୍ବାଦ ପାଇବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।
ବୃଷ: ମନରେ ପ୍ରସନ୍ନତା ବଜାୟ ରହିବ। ବଡ଼ କ˚ପାନି ସହିତ ଡିଲ୍ କରିପାରନ୍ତି। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାର ମଧୢରେ ଆନନ୍ଦ ଉଲ୍ଲାସ ଦେଖାଦେବ।
ମିଥୁନ: ଆପଣଙ୍କ କଳ୍ପନା ଶକ୍ତି ଆଶା ପୂରଣ କରିବାରେ ସହାୟକ ହେବ। କୌଣସି କାମ ପାଇଁ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।
କର୍କଟ: ଖୁସ୍ ମିଜାଜର ରହିବେ। ବନ୍ଧୁମାନଙ୍କ ସହିତ ସମୟ ବିତିବ। ଉପାର୍ଜନ ଲାଗି ଆପଣଙ୍କ ମନରେ ନୂଆ ବିଚାର ଆସିବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।
ସି˚ହ: ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ବ୍ୟକ୍ତିଗତ ପ୍ରସଙ୍ଗରେ ଆଲୋଚନା କରିବେ।
କନ୍ୟା: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ଅଛି। ନିର୍ଦ୍ଧାରିତ ସମୟରେ ନିଜ କାମ ପୂରା କରିନେବେ। ବି. ଟେକ୍. ଛାତ୍ରଙ୍କ ଲାଗି ଦିନଟି ଭଲ।
ତୁଳା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ବ୍ୟବସାୟିକ କାମ ପାଇଁ ଯାତ୍ରାର ଯାଇପାରନ୍ତି। କିଛି ନୂଆ ଶିଖିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ବିଛା: ଆପଣ ଧୈର୍ଯ୍ୟ ଧରି କାମ କରିବାର ଆବଶ୍ୟକତା ରହିଛି। ବଡ଼ଙ୍କ ମତ ଗ୍ରହଣ କରନ୍ତୁ, ଲାଭ ହେବ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଭଲ ସୁଯୋଗ ମିଳିବ।
ଧନୁ: ଅଜ୍ଞାତ ସ୍ରୋତରୁ ଧନଲାଭ ହୋଇପାରେ। କାରବାରୀଙ୍କ ଲାଗି ଦିନଟି ଅନୁକୂଳ। କୌଣସି ପ୍ରକଳ୍ପରେ ସଫଳତା ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମକର: ଆପଣ ନିଜର ଲକ୍ଷ୍ୟ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ। ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇବେ।
କୁମ୍ଭ: ମନ ଶାନ୍ତ ରହିବ। କାର୍ଯ୍ୟ ପ୍ରତି ଖୁବ୍ ସକାରାତ୍ମକ ରହିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।
ମୀନ: ବେପାରରେ ସଫଳତା ଓ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ।