ମେଷ: ପୂଜାପାଠରେ ଅଧିକ ସମୟ ବିତିବ। ନୂଆ କାମ ଆରମ୍ଭ କରିବାରେ ଧୢାନ କେନ୍ଦ୍ରୀତ କରିବେ। ବେପାରୀଙ୍କୁ ଧନଲାଭ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣଙ୍କ ସାମନାକୁ ଆସିଥିବା ଆହ୍ବାନର ଦୃଢ଼ ମୁକାବିଲା କରିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।
ମିଥୁନ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ଭଲ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ।
କର୍କଟ: ସବୁ ଇଚ୍ଛା ପୂରଣ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କ୍ରିକେଟ ଖେଳାଳିଙ୍କ ଲାଗି ଦିନଟି ବହୁତ ଭଲ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।
ସି˚ହ: ଆପଣ ଖୋଦ୍କୁ ସୁସ୍ଥ ଓ ସବଳ ଅନୁଭବ କରିବେ। ଭଲ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ପାଇବେ।
କନ୍ୟା: ଅନ୍ୟ କାହା କାମରେ ନିଜର ମତ ବ୍ୟକ୍ତ କରିବାରୁ ନିବୃତ୍ତ ରୁହନ୍ତୁ। ପୂର୍ବରୁ କିଣିଥିବା ଜମି ବିକିଲେ, ଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।
ତୁଳା: ପୁରୁଣା ସ୍ମୃତି ତାଜା ହେବ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶି ପାରନ୍ତି। ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ବିଲ୍ଡରଙ୍କ ଲାଗି ଦିନଟି ଲାଭପ୍ରଦ।
ବିଛା: ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ସାମାଜିକ କାର୍ଯ୍ୟକ୍ରମରେ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହେବ। ନୂଆ କାମର ଯୋଜନା କରିପାରନ୍ତି।
ଧନୁ: ଦୃଢ଼ ମନୋବଳ ଯୋଗୁଁ ଆପଣଙ୍କୁ ସଫଳତା ମିଳିବ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ପଦୋନ୍ନତି ଦେଇପାରନ୍ତି। ରାଜନୀତିକ ଲୋକଙ୍କ ପାଇଁ ଦିନଟି ଶୁଭ।
ମକର: କୌଶଳ ଓ କଳା ବିଦ୍ୟା ଶିଖିବାକୁ ପ୍ରୟାସ କରନ୍ତୁ। ଘରକୁ ବନ୍ଧୁ ଆସିବା ହେତୁ ଘରେ ପ୍ରସନ୍ନତା ରହିବ। ଘର ପାଇଁ ଦରକାରୀ ଜିନିଷ କିଣିବେ।
କୁମ୍ଭ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ। ପ୍ରେମରେ ସଫଳତା ମିଳିବ।
ମୀନ: ପୂର୍ବରୁ ତିଆରି କରିଆସୁଥିବା ଯୋଜନା ସ˚ପୂର୍ଣ୍ଣ ହେବ। ଧନଲାଭ ସହିତ ନୂଆ କାମ ପାଇବେ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ।