publive-imageମେଷ: ସ୍ବାସ୍ଥ୍ୟ ସତେଜ ରହିବ। ଅଫିସ କାମରେ ସ˚ପୂର୍ଣ୍ଣ ରୂପେ ସଫଳ ରହିବେ। ସ୍କୁଲ ଜୀବନର ସାଙ୍ଗ ସହିତ ସାକ୍ଷାତ୍‌ ହେବ। ବୈବାହିକ ଜୀବନ ଖୁସି ଭରା ରହିବ।

Advertisment

publive-imageବୃଷ: ବେପାରରେ ନୂଆ ଚୁକ୍ତିପତ୍ର ହୋଇପାରେ। କୋର୍ଟ କଚେରି କାମରେ ବିଜୟୀ ହୋଇପାରନ୍ତି। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସାକ୍ଷାତ୍‌ ହେବ।

publive-imageମିଥୁନ: ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମିଳିବ। ଅଫିସରେ ବାତାବରଣ ଭଲ ରହିବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶ˚ସା କରିବେ।

publive-imageକର୍କଟ: ନିଜର ଯୋଜନାକୁ ନେଇ ମନରେ ସନ୍ଦେହ ସୃଷ୍ଟ ହୋଇପାରେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ତର୍କବିତର୍କ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

publive-imageସି˚ହ: ଭାଇଙ୍କ ସହଯୋଗରେ ଆୟର ନୂଆ ଉତ୍ସ ପ୍ରସ୍ତୁତ ହେବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।

publive-imageକନ୍ୟା: ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। କୌଣସି କ˚ପାନିରେ ଚାକିରି ଲାଗି ଡାକରା ଆସିବ। ପ୍ରେମ ନିବେଦନ ପାଇଁ ଦିନଟି ଭଲ।

publive-imageତୁଳା: ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁର ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ସୁଖଦ ରହିବ। ଡାକ୍ତରୀ ଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-imageବିଛା: ସମସ୍ୟାର ସମାଧାନ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ବୈଜ୍ଞାନିକଙ୍କୁ କୌଣସି ନୂଆ ସଫଳତା ମିଳିପାରେ।

publive-imageଧନୁ: ଜୀବନସାଥୀଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଘରେ ସମସ୍ତେ ଖୁସି ରହିବେ। ରାଜନୀତିଜ୍ଞଙ୍କୁ ନୂଆ ଦାୟିତ୍ବ ମିଳିପାରେ। ବ୍ୟବସାୟରେ ଲାଭ ହେବ।

publive-imageମକର: ଭାବିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। ରାଜନୀତିରେ ଆର୍ଥିକ ଲାଭ ମିଳିବ। ପ୍ରିୟତମଙ୍କ ସହିତ ଭ୍ରମଣ ସୁଖଦ ରହିବ। ଶୁଭ ମୁହୂର୍ତ୍ତ ଦେଖି ନୂଆ ଜମି କିଣନ୍ତୁ।

publive-image

କୁମ୍ଭ: ରାଜନୀତିକ ଲୋକଙ୍କ ପାଇଁ ଦିନଟି ଶୁଭ। ତର୍କରେ ଆପଣ କାହାରିକୁ ବି ସହମତ କରାଇ ପାରନ୍ତି। ଛାତ୍ରଙ୍କୁ କିଛି ସଫଳତା ମିଳିପାରେ।

publive-imageମୀନ: ଆଲୋଚକ ରୂପେ କାମ କରିବେ। କୌଣସି କାମରେ ଅଧିକ ପରିଶ୍ରମ କରିବେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।