ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ହର୍ଷ ଉଲ୍ଲାସରେ ଭରି ରହିବ। କୌଣସି ଜରୁରୀ କାମ ସ˚ପୂର୍ଣ୍ଣ ହୋଇଯିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଛାତ୍ରଙ୍କୁ ବଡ଼ ପ୍ରୋଜେକ୍ଟ ମିଳିବ।

 

ବୃଷ: ଆଗକୁ ବଢ଼ିବାର ଦିନଟିଏ। ମାନସିକ ଚିନ୍ତା ଦୂର ହେବ। ରାଜନୀତିରେ ପରିସର ବଢ଼ାଇବେ। ବେପାରରେ ନୂଆ ଚୁକ୍ତିପତ୍ର ହୋଇପାରେ।

 

ମିଥୁନ: ଦେବ ଦର୍ଶନର ଯୋଗ ରହିଛି। ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜୀବନ ସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବାକୁ ଇଚ୍ଛା ହେବ।

 

କର୍କଟ: କୌଣସି ଅପରିଚିତଙ୍କ ମାଧୢମରେ ଆୟର ନୂଆ ସ୍ରୋତ ଖୋଲିବ। ଜମିରେ ଲାଗି ରହିଥିବା ବିବାଦର ସମାଧାନ ହେବ। ବୈବାହିକ ଜୀବନ ଭଲ ରହିବ।

 

ସି˚ହ: ଖୋଦ୍‌କୁ ସୁସ୍ଥ ଓ ସବଳ ଅନୁଭବ କରିବେ। ଆଗକୁ ବଢ଼ିବାର ନୂଆ ସୁଯୋଗ ପାଇବେ। କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହିଛି।

 

କନ୍ୟା: ଜରୁରୀ କାମ ପାଇଁ ଅସ୍ତବ୍ୟସ୍ତ ହୋଇପାରନ୍ତି। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

 

ତୁଳା: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। କୌଣସି କଥାକୁ ନେଇ ସମ୍ବନ୍ଧରେ ତିକ୍ତତା ଆସିପାରେ।

 

ବିଛା: ଜୀବନରେ କୌଣସି କ୍ଷେତ୍ରରେ ପରିବର୍ତ୍ତନ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ଆପଣଙ୍କୁ ରାଜନୀତିରେ ଲାଭ ପ୍ରାପ୍ତ ହେବ।

 

ଧନୁ: ସାମାଜିକ ଉତ୍ସବରେ ସହଯୋଗ କରିବେ। ସାହିତ୍ୟିକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶ˚ସା କରିବେ।

 

ମକର: ସଠିକ୍‌ ଦିଶାରେ ଶକ୍ତି ବିନିଯୋଗ କରନ୍ତୁ। କାମ ଭଲ ଭାବରେ ସ˚ପୂର୍ଣ୍ଣ ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ।

 

କୁମ୍ଭ: ଆପଣଙ୍କର ଅଧିକାଂଶ କାମ ସ˚ପୂର୍ଣ୍ଣ ହୋଇଯିବ। ସନ୍ତାନଙ୍କର ବଡ଼ ସଫଳତା ଆପଣଙ୍କୁ ଖୁସି କରିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

 

ମୀନ: ନୂଆ ବେପାରରେ ପରିଜନଙ୍କ ସହଯୋଗ ପାଇବେ। ଜମିରେ ଲାଗି ରହିଥିବା ବିବାଦ ସମାଧାନ ହେବ। ଡାକ୍ତରଙ୍କ ଖ୍ୟାତି ସୁଦୂର ପ୍ରସାରୀ ହେବ।

ସମ୍ବନ୍ଧିତ ଖବର