/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ସହକର୍ମୀଙ୍କ ସାହାଯ୍ୟରେ କୌଣସି ଯୋଜନା ସଫଳ ହେବ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ସମାଞ୍ଜସ୍ୟ ବଜାୟ ରହିବ।
ମେଷ: ସହକର୍ମୀଙ୍କ ସାହାଯ୍ୟରେ କୌଣସି ଯୋଜନା ସଫଳ ହେବ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ସମାଞ୍ଜସ୍ୟ ବଜାୟ ରହିବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: କମ୍ ପରିଶ୍ରମରେ ବେଶୀ ଲାଭ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ସନ୍ତାନଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।
ବୃଷ: କମ୍ ପରିଶ୍ରମରେ ବେଶୀ ଲାଭ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ସନ୍ତାନଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଚାକିରି ବୃତ୍ତିରେ ସଫଳତା ପାଇବେ। ଆପଣଙ୍କୁ କେହି ଉପହାର ଦେବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ।
ମିଥୁନ: ଚାକିରି ବୃତ୍ତିରେ ସଫଳତା ପାଇବେ। ଆପଣଙ୍କୁ କେହି ଉପହାର ଦେବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ପାଇବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ।
କର୍କଟ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ପାଇବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।
ସି˚ହ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ଭଲ ରହିବ। ଆପଣଙ୍କ ନିକଟକୁ ନୂଆ ଦାୟିତ୍ବ ଆସିବ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ।
କନ୍ୟା: ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ଭଲ ରହିବ। ଆପଣଙ୍କ ନିକଟକୁ ନୂଆ ଦାୟିତ୍ବ ଆସିବ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ଅଫିସର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚେଷ୍ଟା କରିବେ। ନୂଆ ଲୋକଙ୍କ ସହିତ ସ˚ପର୍କ ସୁଦୃଢ଼ ହେବ। ଲାଗି ରହିଥିବା ବିବାଦ ସମାପ୍ତ ହୋଇପାରେ।
ତୁଳା: ଅଫିସର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚେଷ୍ଟା କରିବେ। ନୂଆ ଲୋକଙ୍କ ସହିତ ସ˚ପର୍କ ସୁଦୃଢ଼ ହେବ। ଲାଗି ରହିଥିବା ବିବାଦ ସମାପ୍ତ ହୋଇପାରେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଅନୁଭବୀ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ। ମହିଳାଙ୍କର ସମାଜରେ ସମ୍ମାନ ବୃଦ୍ଧି ହେବ।
ବିଛା: ଅନୁଭବୀ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ। ମହିଳାଙ୍କର ସମାଜରେ ସମ୍ମାନ ବୃଦ୍ଧି ହେବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ସପରିବାର କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ଠାରୁ ଉଚିତ ପରାମର୍ଶ ପାଇବେ। ରାଜନୀତିରେ ଉଚ୍ଚ ପଦବୀ ପ୍ରାପ୍ତ ହୋଇପାରେ।
ଧନୁ: ସପରିବାର କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ଠାରୁ ଉଚିତ ପରାମର୍ଶ ପାଇବେ। ରାଜନୀତିରେ ଉଚ୍ଚ ପଦବୀ ପ୍ରାପ୍ତ ହୋଇପାରେ।
/sambad/media/post_attachments/wp-content/uploads/2017/11/makar.jpg) ମକର: ବ୍ୟବସାୟରେ ଲାଗିରହିଥିବା ଅନିଶ୍ଚିତତା ସମାପ୍ତ ହୋଇଯିବ। ବିଲ୍ଡର୍ଙ୍କ ଲାଗି ଦିନଟି ଲାଭପ୍ରଦ। ପରିବାରରେ ସୁଖ ଶାନ୍ତିର ବାତାବରଣ ବଜାୟ ରହିବ।
ମକର: ବ୍ୟବସାୟରେ ଲାଗିରହିଥିବା ଅନିଶ୍ଚିତତା ସମାପ୍ତ ହୋଇଯିବ। ବିଲ୍ଡର୍ଙ୍କ ଲାଗି ଦିନଟି ଲାଭପ୍ରଦ। ପରିବାରରେ ସୁଖ ଶାନ୍ତିର ବାତାବରଣ ବଜାୟ ରହିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଖୋଦ୍କୁ ସୁସ୍ଥ ସବଳ ଅନୁଭବ କରିବେ। ସାମାଜିକ କାର୍ଯ୍ୟକ୍ରମରେ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଅଫିସରେ ଆପଣଙ୍କୁ ପ୍ରଶଂସା ମିଳିବ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
ମୀନ: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-7.jpg)
