ମେଷ: ସହକର୍ମୀଙ୍କ ସାହାଯ୍ୟରେ କୌଣସି ଯୋଜନା ସଫଳ ହେବ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ସମାଞ୍ଜସ୍ୟ ବଜାୟ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କମ୍ ପରିଶ୍ରମରେ ବେଶୀ ଲାଭ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ସନ୍ତାନଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।
ମିଥୁନ: ଚାକିରି ବୃତ୍ତିରେ ସଫଳତା ପାଇବେ। ଆପଣଙ୍କୁ କେହି ଉପହାର ଦେବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ।
କର୍କଟ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ପାଇବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ।
ସି˚ହ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।
କନ୍ୟା: ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ଭଲ ରହିବ। ଆପଣଙ୍କ ନିକଟକୁ ନୂଆ ଦାୟିତ୍ବ ଆସିବ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ।
ତୁଳା: ଅଫିସର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚେଷ୍ଟା କରିବେ। ନୂଆ ଲୋକଙ୍କ ସହିତ ସ˚ପର୍କ ସୁଦୃଢ଼ ହେବ। ଲାଗି ରହିଥିବା ବିବାଦ ସମାପ୍ତ ହୋଇପାରେ।
ବିଛା: ଅନୁଭବୀ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ। ମହିଳାଙ୍କର ସମାଜରେ ସମ୍ମାନ ବୃଦ୍ଧି ହେବ।
ଧନୁ: ସପରିବାର କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ଠାରୁ ଉଚିତ ପରାମର୍ଶ ପାଇବେ। ରାଜନୀତିରେ ଉଚ୍ଚ ପଦବୀ ପ୍ରାପ୍ତ ହୋଇପାରେ।
ମକର: ବ୍ୟବସାୟରେ ଲାଗିରହିଥିବା ଅନିଶ୍ଚିତତା ସମାପ୍ତ ହୋଇଯିବ। ବିଲ୍ଡର୍ଙ୍କ ଲାଗି ଦିନଟି ଲାଭପ୍ରଦ। ପରିବାରରେ ସୁଖ ଶାନ୍ତିର ବାତାବରଣ ବଜାୟ ରହିବ।
କୁମ୍ଭ: ଖୋଦ୍କୁ ସୁସ୍ଥ ସବଳ ଅନୁଭବ କରିବେ। ସାମାଜିକ କାର୍ଯ୍ୟକ୍ରମରେ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଅଫିସରେ ଆପଣଙ୍କୁ ପ୍ରଶଂସା ମିଳିବ।
ମୀନ: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।