ଜାଣନ୍ତୁ ଆଜିର ରାଶିଫଳ

ମେଷ: କଳା ଓ ଅଭିନୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ବ୍ୟବସାୟରେ ଉନ୍ନତି ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

 

ବୃଷ: ଯେଉଁ କାମରେ ଯିବେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। ପୁଞ୍ଜି ବଜାରରେ ନିବେଶ ଲାଗି ବିଚାର କରିବେ। ପ୍ରେମ ସାଗରରେ ବୁଡ଼ ପକାଇବେ।

 

ମିଥୁନ: ଅଧିକ ଭାବପ୍ରବଣ ହେଲେ କଷ୍ଟ ପାଇବେ। ଚାକିରି ଲାଗି ଇଣ୍ଟର୍‍ଭ୍ୟୁର ଖବର ଆସିବ। ଜୀବନସାଥୀ ସହିତ ସୌହାର୍ଦ୍ଦ୍ୟ ବୃଦ୍ଧି ହେବ। ଇସ୍ପାତର କୌଣସି ଜିନିଷ କିଣିବେ।

 

କର୍କଟ: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ସମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ହେବ। କିଛି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।

 

ସି˚ହ: ନିଜର ଯୋଜନାକୁ ନେଇ ମନରେ ସନ୍ଦେହ ସୃଷ୍ଟ ହୋଇପାରେ। ବ୍ୟବସାୟରେ ଭଲ ସଉଦା ହେବାର ସମ୍ଭାବନା ଅଛି। ବୈବାହିକ ଜୀବନ ଭଲ ରହିବ।

 

କନ୍ୟା: ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ।

 

ତୁଳା: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟ ଆଡ଼କୁ ରହିବ। ବିରୋଧୀ କ୍ଷତି ପହଞ୍ଚାଇବା ଲାଗି ଅସଫଳ ପ୍ରୟାସ କରିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ।

 

ବିଛା: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ହେବ।

 

ଧନୁ: କୌଣସି ନିଷ୍ପତ୍ତି ନେବା ଆପଣଙ୍କ ପାଇଁ କଠିନ ହୋଇପାରେ। ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ।

 

ମକର: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଅଧିକ କାମ ମିଳିବ। କଲେଜ ଜୀବନର ବନ୍ଧୁଙ୍କ ସହିତ ଦେଖା ହେବ। ପୁରୁଣା ସ୍ମୃତି ତାଜା ହେବ।

 

କୁମ୍ଭ: ଅଧିକାଂଶ କାମ ସ˚ପୂର୍ଣ୍ଣ ହେବ। ବିରୋଧୀଙ୍କୁ ପରାସ୍ତ କରିବେ। ପ୍ରିୟତମଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ଗାୟକଙ୍କ ଲାଗି ଦିନଟି ଶୁଭ।

 

ମୀନ: ରାଜନୈତିକ ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। କୌଣସି ଇଚ୍ଛା ପୂରଣ ହେବ। ଚାକିରି ବୃତ୍ତିରେ ଠିକ୍‌ ସମୟରେ ସଠିକ ନିଷ୍ପତ୍ତି ନେବେ। ଅଫିସରେ ଆପଣଙ୍କର ସମ୍ମାନ ବଢ଼ିବ।

ସମ୍ବନ୍ଧିତ ଖବର