ଜାଣନ୍ତୁ ଆଜିର ରାଶିଫଳ

ମେଷ: ରୋଜଗାରର ନୂଆ ମାର୍ଗ ଖୋଲିବ। ରାଜନୀତିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବୈବାହିକ ଜୀବନ ପ୍ରୀତିମୟ ହେବ। ଛାତ୍ରମାନଙ୍କୁ ପରିଶ୍ରମ ଅନୁସାରେ ସୁଫଳ ମିଳିବ।

 

ବୃଷ: ଧର୍ମ କାର୍ଯ୍ୟରେ ମନ ଲାଗିବ। କୌଣସି ଖୁସି ଖବର ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ନୂଆ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

 

ମିଥୁନ: ନିଜ ଯୋଜନାର ଗୋପନୀୟତା ବଜାୟ ରଖନ୍ତୁ। ସବୁ ସମସ୍ୟାର ନିବାରଣ ହେବ। ବେପାରରେ ଆଶାଜନକ ଫଳ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।

 

କର୍କଟ: ପ୍ରତିଷ୍ଠା ବୃଦ୍ଧିର ସୁଯୋଗ ପାଇବେ। ବେପାରରେ ଲାଭ ହେବାର ସମ୍ଭାବନା ରହିଛି। ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

 

ସି˚ହ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବୃଦ୍ଧି ପାଇବ। ବ୍ୟବସାୟର ନୂଆ ଦିଗ ମିଳିବ।

 

କନ୍ୟା: ନୂଆ କାମ ପ୍ରତି ଆଗ୍ରହ ବଢ଼ିବ। କୌଣସି ମହିଳା ବନ୍ଧୁଙ୍କ ସହଯୋଗ ପାଇବେ। ବିଶେଷ ମାମଲାରେ ତୁରନ୍ତ ସମାଧାନ ପାଇଯିବେ। ଛାତ୍ରଙ୍କୁ ଖୁସି ଖବର ମିଳିବ।

 

ତୁଳା: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ସାଥୀଙ୍କ ସହିତ ଘରେ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

 

ବିଛା: ଅତୀତର କଥାକୁ ନେଇ ଆପଣ ମନସ୍ତାପରେ ରହିପାରନ୍ତି। ପରିବାରର ସମସ୍ତଙ୍କ ଆବଶ୍ୟକତାକୁ ପୂରା କରିବେ। ଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ।

 

ଧନୁ: ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ନୂଆ ଲୋକଙ୍କ ନିକଟରେ ସ˚ଯମୀ ହୁଅନ୍ତୁ। ସୁସମ୍ବାଦ ପାଇବେ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି।

 

ମକର: ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସାଥୀ ପାଇବେ।

 

କୁମ୍ଭ: ନିଜର ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବ୍ୟବସାୟରେ ଲାଭ ପାଇବେ।

 

ମୀନ: ଆଧୢାତ୍ମିକ ଦିଗ ପ୍ରତି ମନ ଲାଗି ରହିବ। ଅଫିସ କାମର ବୋଝ ଅଧିକ ହୋଇପାରେ। ସନ୍ଧ୍ୟାରେ ପରିବାର ସହିତ ଆନନ୍ଦର ମୁହୂର୍ତ୍ତ ଅତିବାହିତ କରିବେ।

ସମ୍ବନ୍ଧିତ ଖବର