ଜାଣନ୍ତୁ ଆଜିର ରାଶିଫଳ

ମେଷ: ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତାରେ ସଫଳତା ମିଳିପାରେ। ବ୍ୟବସାୟ ଲାଗି ଦିନଟି ଭଲ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

 

ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସମାଜରେ ମାନ ସମ୍ମାନ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହୋଇପାରେ।

 

ମିଥୁନ: ଶୀଘ୍ର ନୂଆ ଦାୟିତ୍ବ ପାଇବେ। ଆପଣଙ୍କ ବିନମ୍ର ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ନିକଟ ସ˚ପର୍କିୟଙ୍କ ଠାରୁ ଖୁସି ଖବର ପାଇବେ।

 

କର୍କଟ: ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ମିଳିବ। ପରିବାରରେ ମଧୁରତା ସହିତ ଆତ୍ମବିଶ୍ବାସ ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

 

ସି˚ହ: ଆପଣଙ୍କ ଆଖପାଖରେ ସୁଖଦ ପରିବେଶ ରହିବ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ମାର୍ଗ ଖୋଲିବ। କାରବାରରେ ଲାଭ ହେବ।

 

କନ୍ୟା: ଆପଣଙ୍କୁ ଆର୍ଥିକ ଲାଭର ଭଲ ସୁଯୋଗ ମିଳିବ। ଅଫିସରେ କାମ ସ˚ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

 

ତୁଳା: ଆପଣଙ୍କ ମନ ଧର୍ମ କାର୍ଯ୍ୟରେ ଲାଗି ରହିବ। ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ।

 

ବିଛା: ନିଜର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ମିଳିବ।

 

ଧନୁ: ଭାବିଥିବା କାମ ସ˚ପୂର୍ଣ୍ଣ କରିନେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବ। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

 

ମକର: ପ୍ରତିଷ୍ଠାରେ ବୃଦ୍ଧି ଲାଗି ସୁଯୋଗ ମିଳିବ। ବ୍ୟବସାୟ ସମ୍ବନ୍ଧରେ ନୂଆ ବିଚାର ଆସିବ। ଚାକିରିଜୀବୀଙ୍କୁ ଭଲ ଖବର ମିଳିବ।

 

କୁମ୍ଭ: ଅତୀତର କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଆର୍ଥିକ ମାମଲାରେ ସତର୍କତାର ସହ କାମ କରନ୍ତୁ। ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ।

 

ମୀନ: ଆପଣଙ୍କର ଇଚ୍ଛା ପୂରଣ ହେବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ବନ୍ଧୁଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ନୂଆ ବାହନ କିଣିବାର ଯୋଜନା କରିବେ।

ସମ୍ବନ୍ଧିତ ଖବର