ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ଲକ୍ଷ୍ୟ ଉପରେ ଧୢାନ କେନ୍ଦ୍ରୀତ ରଖନ୍ତୁ। ଆଇନ ବିବାଦ ସମାପ୍ତ ହୋଇପାରେ। ପ୍ରେମରେ ସଫଳତା ପାଇବେ।

 

ବୃଷ: ଆପଣଙ୍କର ଧୢାନ ଆଧୢାତ୍ମିକ କାର୍ଯ୍ୟରେ ଲାଗି ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବ୍ୟାଙ୍କ୍ ବାଲାନ୍‌ସ ବୃଦ୍ଧି ହେବ।

 

ମିଥୁନ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବନ୍ଧୁବର୍ଗଙ୍କ ସାହାଯ୍ୟ ପାଇବେ। କ୍ୟାରିୟରରେ କୌଣସି ବଡ଼ ସଫଳତା ହାସଲ କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

 

କର୍କଟ: ସବୁ ଅଶାନ୍ତି ଦୂର ହୋଇଯିବ। କୌଣସି କାମ ଲାଗି ମନରେ ନୂଆ ବିଚାର ଆସିବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ।

 

ସି˚ହ: ଜୀବନସାଥୀଙ୍କ ପରାମର୍ଶ ଲାଭପ୍ରଦ ସାବ୍ୟସ୍ତ ହୋଇପାରେ। ବ୍ୟବସାୟରେ ନୂଆ କାମ ଆରମ୍ଭ କରିପାରନ୍ତି। ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ।

 

କନ୍ୟା: ଆପଣ ନିଜର ସଫଳତା ନେଇ ଆଶ୍ବସ୍ତ ରହିବେ। ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ।

 

ତୁଳା: ସବୁ କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ବିଲ୍‍ଡର୍ସଙ୍କୁ ନୂଆ ପ୍ରୋଜେକ୍ଟରୁ ଲାଭ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ସକାରାତ୍ମକ ପରିବର୍ତ୍ତନ ଆସିବ।

 

ବିଛା: ଆପଣ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ଅଧୁରା କାମ ପୂରା ହେବ। ଧନଲାଭର ସୁଯୋଗ ଦୃଷ୍ଟିଗୋଚର ହେବ। ଛାତ୍ରୀଙ୍କୁ ଖୁସି ଖବର ମିଳିବ।

 

ଧନୁ: ଆପଣଙ୍କୁ ଧନଲାଭର ସୁଯୋଗ ମିଳିବ। କାରବାରରେ ଉନ୍ନତି ହେବ। ଅଫିସରେ ଉଚ୍ଚ ଅଧିକାରୀ ଆପଣଙ୍କ କାମର ପ୍ରଶ˚ସା କରିବେ। ଶିକ୍ଷକଙ୍କ ପୂରା ସହଯୋଗ ପାଇବେ।

 

ମକର: ଅତୀତର କଥାକୁ ନେଇ ଉଦାସ ରହିବେ। ଧନଲାଭର ଅବସର ପାଇବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ କୌଣସି ଶୁଭ ଖବର ମିଳିବ।

 

କୁମ୍ଭ: ବନ୍ଧୁ ଆପଣଙ୍କର ପୂରା ସହଯୋଗ କରିବେ। କିଛି ନୂଆ କରିବା ପାଇଁ ଭାବି ପାରନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି।

 

ମୀନ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ଲାଗି ସୁଯୋଗ ପାଇବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ସମ୍ବନ୍ଧିତ ଖବର