ମେଷ: କେବଳ ନିଜ କାମରେ ଧ୍ୟାନ ଦିଅନ୍ତୁ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। କାରବାରରେ ଭଲ ଲାଭ ମିଳିବ।
ବୃଷ: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ବ୍ୟବସାୟ କାମରେ ସହଯୋଗୀଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ।
ମିଥୁନ: ଆପଣଙ୍କର ସକାରାତ୍ମକ ବ୍ୟବହାର ଦ୍ବାରା ଲୋକେ ପ୍ରଭାବିତ ହେବେ। ବହୁ ଦିନର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।
କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି।
ସି˚ହ: ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ଦୂର ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
କନ୍ୟା: ଆପଣଙ୍କର ମାନସିକ ସ୍ଥିତି ଭଲ ରହିବ। ମିଠା ମିଠା କଥା କହି ସମସ୍ତଙ୍କର ହୃଦୟ ଜିଣିନେବେ। କୌଣସି ବ୍ୟକ୍ତିବିଶେଷଙ୍କ ମାଧୢମରେ ଲାଭ ମିଳିବ।
ତୁଳା: ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ଅନୁଭବୀଙ୍କ ମତ ଆପଣଙ୍କ ଲାଗି ଭଲ ସାବ୍ୟସ୍ତ ହେବ। କବିମାନେ ନୂଆ କାବ୍ୟ ରଚନା କରିବେ।
ବିଛା: ଜୀବନରେ ଆଗକୁ ବଢ଼ିବା ଲାଗି ଦିନଟି ଭଲ। ବକେୟା ଅର୍ଥ ପାଇବେ। ପରିବାରରେ ହର୍ଷ ଉଲ୍ଲାସ ଦେଖାଦେବ। ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ।
ଧନୁ: ବନ୍ଧୁଙ୍କର ପୂରା ସହଯୋଗ ପାଇବେ। ଅଫିସ କାମକୁ ସ˚ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜମାପୁଞ୍ଜି ବୃଦ୍ଧି ହେବ।
ମକର: ପୂଜାପାଠରେ ସମୟ ବିତିବ। ଅଫିସ ଆଲୋଚନାରୁ ନୂଆ ବିଚାର ଓ ଆନନ୍ଦ ମିଳିବ। ବେପାର ବଢ଼ାଇବା ଲାଗି ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ।
କୁମ୍ଭ: ଆପଣ ବହୁତ କାମ ମସ୍ତିଷ୍କରେ ସମାଧାନ କରିନେବେ। ଭଲ ଲୋକଙ୍କ ମାଧୢମରେ ଧନଲାଭ ହେବ। ଲେଖାପଢ଼ାରେ ଛାତ୍ରଙ୍କର ମନ ଲାଗିବ।
ମୀନ: ଅଫିସ କାମ ନିର୍ଦ୍ଧାରିତ ସମୟରେ ପୂରା କରିବାରେ ସକ୍ଷମ ହେବେ। ବରିଷ୍ଠ ଓକିଲଙ୍କ ସହିତ ବିବାଦ ସମ୍ବନ୍ଧରେ ପରାମର୍ଶ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।