ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

 

ବୃଷ: ପୂରା ଦିନ ସ୍ଫୂର୍ତ୍ତିଶୀଳ ରହିବେ। ଯାହା ବି କାମ କରିବେ ସେଥିରେ ଧ୍ୟାନ ଲାଗି ରହିବ। କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ପାଇବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

 

ମିଥୁନ: ଅତୀତ କଥାକୁ ନେଇ ମନ ଦୁଃଖରେ ରହିପାରନ୍ତି। ନିଜ ଲୋକଙ୍କ ସାହାଯ୍ୟ ମିଳିବ। ଅଫିସରେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ।

 

କର୍କଟ: କିଛି ନୂଆ ଶିଖିବାର ସୁଯୋଗ ପାଇବେ। ସାହିତ୍ୟିକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମ ପ୍ରସଙ୍ଗରେ ନୂଆ ସମ୍ଭାବନା ରହିଛି।

 

ସି˚ହ: ଆପଣଙ୍କର ଆତ୍ମବିଶ୍ବାସ ଦୋହଲି ଯାଇପାରେ। ଅଧିକାରୀଙ୍କ ଆଗରେ ନିଜର କଥା ସ୍ପଷ୍ଟ ଭାବେ କହିପାରିବେ ନାହିଁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

 

କନ୍ୟା: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଧନଲାଭର ନୂଆ ସ୍ରୋତ ଦୃଷ୍ଟିଗୋଚର ହେବ। ଅନ୍ୟମାନଙ୍କ କାମରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ।

 

ତୁଳା: ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ପଡ଼ିପାରେ। କୌଣସି କାମରେ ବ୍ୟସ୍ତ ରହିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ବିଛା: ଦାୟିତ୍ବ ନିର୍ବାହ କରିବାରେ ସଫଳ ହେବେ। ଘରକୁ କୌଣସି ବନ୍ଧୁ ଆସି ପାରନ୍ତି। ବ୍ୟବସାୟରେ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

 

ଧନୁ: ବ୍ୟବସାୟୀଙ୍କୁ ଉନ୍ନତିର ସୁଯୋଗ ମିଳିବ। ଆପଣଙ୍କର ସବୁ କାମ ସରତଳାପୂର୍ବକ ପୂରା ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

 

ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ମନରେ ନୂଆ ନୂଆ ବିଚାର ଆସିବ। ବ୍ୟବସାୟରେ ଉନ୍ନତି ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଶ˚ସା ହେବ।

 

କୁମ୍ଭ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଅର୍ଥ ପାଇଁ କୌଣସି କାମ ଅଧୁରା ରହିବ। ଅଧିକାରୀଙ୍କ ସହିତ ବିଶେଷ ପ୍ରସଙ୍ଗରେ କଥାବାର୍ତ୍ତା ହେବେ।

 

ମୀନ: କ୍ୟାରିୟରରେ ସଫଳତା ପାଇବେ। ନୂଆ ଲୋକମାନଙ୍କ ସହିତ ସ˚ପର୍କ ଗଢ଼ିବେ। କାରବାରରେ ଲାଭ ହେବ।

ସମ୍ବନ୍ଧିତ ଖବର