ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜ ଉପରେ ବିଶ୍ବାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିପାରେ। ବୈବାହିକ ଜୀବନ ଭଲ ରହିବ।

 

ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଦୃଢ଼ ରହିବ। ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଉନ୍ନତି ହେବ। ପ୍ରିୟତମଙ୍କୁ ଉପହାର ଦେଇପାରନ୍ତି।

 

ମିଥୁନ: କୌଣସି ବିଶେଷ ପ୍ରସଙ୍ଗରେ ଆପଣଙ୍କର ମତ ବଦଳିପାରେ। ଅଫିସରେ ଉଚ୍ଚ ଅଧିକାରୀଙ୍କର ସହଯୋଗ ପାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ।

 

କର୍କଟ: କ˚ପ୍ୟୁଟର ଇ˚ଜିନିୟରଙ୍କ ଲାଗି ଦିନଟି ଭଲ। ସରକାରୀ ଚାକିରି ପାଇଁ ଆପଣଙ୍କର ଚୟନ ହୋଇପାରେ। ପଡ଼ୋଶୀ ଆପଣଙ୍କ କାମରେ ସାହାଯ୍ୟ କରିବେ।

 

ସି˚ହ: ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ରୋଜଗାରର ଉଚିତ ଅବସର ପ୍ରାପ୍ତ ହେବ। ଆଇନ ମାମଲାରେ ଅନୁଭବୀଙ୍କ ମତ ନିଅନ୍ତୁ।

 

କନ୍ୟା: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ପ୍ରେମରେ ସଫଳତା ପାଇବେ। କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ। ବ୍ୟବସାୟରେ ଉନ୍ନତି ହେବ।

 

ତୁଳା: କୌଣସି ବ୍ୟକ୍ତିଙ୍କ ଉପରେ ଆପଣଙ୍କର ବିଶ୍ବାସ ବଢ଼ିବ। ଯାହା ବି କାମ କରିବେ ନିଜର ସାମର୍ଥ୍ୟ ଅନୁସାରେ କରନ୍ତୁ। କାରବାରରେ ଲାଭ ହେବ।

 

ବିଛା: ସବୁ ସମସ୍ୟାର ନିବାରଣ ହେବ। କାର୍ଯ୍ୟାଳୟରେ ଅନ୍ୟମାନେ ଆପଣଙ୍କର ପ୍ରଶ˚ସା କରିବେ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ।

 

ଧନୁ: ଆଜି ଆପଣ ଅସମ୍ଭବକୁ ସମ୍ଭବ କରିବାର ବଳ ରଖିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। ବ୍ୟବସାୟରେ ଲାଭ ହେବ।

 

ମକର: ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଭଲ ରହିବ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ହେବ।

 

କୁମ୍ଭ: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ସଫଳତା ହାସଲ କରିବା ପାଇଁ ବ୍ୟଗ୍ର ରହିବେ। ବେପାରରେ ନୂଆ ଚୁକ୍ତିପତ୍ର ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ମୀନ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। କାମରେ ସଫଳତା ଓ ଲାଭ ହାସଲ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ସମ୍ବନ୍ଧିତ ଖବର