ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ଧୢାନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଆଇନ କାନୁନ ମାମଲା ସମାଧାନ ହୋଇପାରେ। ଛାତ୍ରଙ୍କୁ କୌଣସି ବନ୍ଧୁ ସାହାଯ୍ୟ କରିବେ।

 

ବୃଷ: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳି ଯିବ। ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନ ବୁଝିବେ। କାର୍ଯ୍ୟ ପରିସର ବୃଦ୍ଧି ପାଇଁ ନୂଆ ସୁଯୋଗ ପାଇବେ।

 

ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ।

 

କର୍କଟ: ନିଜର ଯୋଗ୍ୟତାକୁ ପ୍ରମାଣିତ କରିବାର ସୁଯୋଗ ପାଇବେ। କାରବାରରେ କୌଣସି ବ୍ୟକ୍ତି ସାହାଯ୍ୟ କରିବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

 

ସି˚ହ: ସ୍ଥଗିତ କାମ ସ˚ପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

 

କନ୍ୟା: ବ୍ୟାଙ୍କରୁ ଋଣ ହାସଲ ଦିଗରେ ଥିବା ଝଞ୍ଜଟର ସମାଧାନ ହୋଇପାରେ। କାରବାରରେ ଲାଭ ହେବ। ଚାକିରିଆଙ୍କ ପାଇଁ ଦିନଟି ଭଲ।

 

ତୁଳା: ଯାହା ବି କାମ କରିବେ ଆରାମରେ ସ˚ପୂର୍ଣ୍ଣ କରିପାରିବେ। ଅଫିସରେ ବଡ଼ ଡିଲ୍‌ କରିବାର ସୁଯୋଗ ମିଳିପାରେ। ନୂଆ ଜମି କିଣିବା ଲାଗି ଦିନଟି ଭଲ।

 

ବିଛା: କାମ ପ୍ରତି ଉତ୍ସାହ ବଢ଼ିବ। କ˚ପାନି ତରଫରୁ ଆପଣଙ୍କୁ କୌଣସି ସ୍ବତନ୍ତ୍ର ସୁବିଧା ମିଳିପାରେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ।

 

ଧନୁ: ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବେପାରି ବର୍ଗଙ୍କୁ ଧନଲାଭ ହେବ। ବୈବାହିକ ଜୀବନ ଖୁସିରେ ଭରି ରହିବ।

 

ମକର: ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଅଫିସର ସୁନ୍ଦର ପରିବେଶ ଆପଣଙ୍କୁ ଖୁସି କରାଇବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

 

କୁମ୍ଭ: କୌଣସି ପ୍ରସଙ୍ଗ ନେଇ ମନ ଅସ୍ଥିର ହୋଇପାରେ। ବିରୋଧୀଙ୍କ ପ୍ରତି ସତର୍କ ରୁହନ୍ତୁ। ରାଜନୀତିରେ ନେତୃତ୍ବ ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବେ।

 

ମୀନ: ଆପଣଙ୍କ ବ୍ୟବହାର ଦେଖି ଶତ୍ରୁ ବି ବନ୍ଧୁ ହୋଇଯିବେ। ବେପାର ସମ୍ବନ୍ଧରେ ମନକୁ ନୂଆ ବିଚାର ଆସିବ। ଚାକିରିରେ ପଦୋନ୍ନତି ମିଳିପାରେ।

ସମ୍ବନ୍ଧିତ ଖବର