ଜାଣନ୍ତୁ ଆଜିର ରାଶିଫଳ

ବୃଷ: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗ୍ରତ ହେବ। ବାଲ୍ୟ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ। ବେପାରରେ ଲାଭ ପାଇବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

 

ମିଥୁନ: ଆପଣଙ୍କର କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ରାଜନୀତିରେ ସାକ୍ଷାତ ଆଲୋଚନା ଫଳପ୍ରଦ ହେବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।

 

ମିଥୁନ: ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ସବୁ କାମ ସରଳତାପୂର୍ବକ ପୂରା ହେବ। ନୂଆ ଗ୍ରୁପରେ ମିଶିବାର ବିଚାର କରିବେ।

 

କର୍କଟ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ବେପାରରେ ଉନ୍ନତି ହେବ।

 

ସି˚ହ: ସକାରାତ୍ମକ ଭାବନାରେ ମଗ୍ନ ରୁହନ୍ତୁ। ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ। ପୁଞ୍ଜି ବଜାରରେ ନିବେଶ ପାଇଁ ନୂଆ ପରାମର୍ଶ ପାଇପାରନ୍ତି।

 

କନ୍ୟା: କ୍ୟାରିୟର ଲାଗି ଭଲ ଦିନଟିଏ। ପରିଜନଙ୍କର ପୂରା ସହଯୋଗ ପାଇବେ। ଧାର ଦେଇଥିବା ଅର୍ଥ ମିଳିପାରେ। ବିଦ୍ୟାର୍ଥୀଙ୍କର ଅଧୢୟନରେ ମନ ଲାଗିବ।

 

ତୁଳା: ଆଇନ ମାମଲାରେ ସାହାଯ୍ୟ ପାଇବେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ନିଜର ବନ୍ଧୁମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।

 

ବିଛା: କାର୍ଯ୍ୟ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜିବ ଯାହା ଆପଣଙ୍କୁ କଷ୍ଟ ଦେବ। ଆର୍ଥିକ ପ୍ରସଙ୍ଗକୁ ନେଇ ଟିକେ ସତର୍କ ରୁହନ୍ତୁ। ଅବିବାହିତଙ୍କୁ ଭଲ ଖବର ମିଳିପାରେ।

 

ଧନୁ: କିଛି ଲୋକଙ୍କର ସମୃଦ୍ଧି କରାଇବେ। ବେପାରରୁ ପ୍ରଚୁର ଲାଭ ପାଇବେ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

 

ମକର: ସ˚ପର୍କିୟଙ୍କର ସାହାଯ୍ୟ ପାଇବେ। ଭାବିଥିବା କାର୍ଯ୍ୟର ଗତି ମଜଭୁତ ହେବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଲାଭ ହୋଇପାରେ।

 

କୁମ୍ଭ: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପରିବାରରେ ଲାଗିରହିଥିବା ଅଶାନ୍ତି ଦୂର ହେବ। ସୁସମ୍ବାଦ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

 

ମୀନ: ବ୍ୟବସାୟରେ ଲାଭ ପାଇବେ। ରାଜନୈତିକ ଲୋକଙ୍କ ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସମ୍ବନ୍ଧିତ ଖବର