ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ କାମ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବେ। ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବେପାରରେ ଯଥେଷ୍ଟ ଲାଭ ମିଳିବ।

 

ବୃଷ: ସାଥୀଙ୍କ କଥାକୁ ଧୈର୍ଯ୍ୟ ଧରି ଶୁଣନ୍ତୁ। ନିଜର ଗରିମା ବଜାୟ ରଖିବା ଲାଗି କାହା ସହ କୁତର୍କ କରନ୍ତୁ ନାହିଁ। ଧନପ୍ରାପ୍ତିର ଯୋଗ ରହିଛି।

 

ମିଥୁନ: ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆପଣଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

 

କର୍କଟ: ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ। ଅବିବାହିତ ଲୋକଙ୍କ ଲାଗି ଦିନଟି ଭଲ ରହିବ।

 

ସି˚ହ: ନିତିଦିନିଆ ଅଶାନ୍ତିର ନିବାରଣ ହେବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

 

କନ୍ୟା: ପୂର୍ବରୁ କରିଥିବା ପ୍ରତିଜ୍ଞା ସ˚ପାଦନ କରିବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। କାରବାରରେ ପାଣ୍ଠି ଲଗାଇବା ପାଇଁ ଭାବି ପାରନ୍ତି।

 

ତୁଳା: ପୂଜାପାଠରେ ସମୟ ବିତିବ। ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଜରୁରୀ କାମ ସ˚ପୂର୍ଣ୍ଣ କରିବା ଲାଗି ସାନି ଯୋଜନା କରିପାରନ୍ତି।

 

ବିଛା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅର୍ଥ ସମ୍ବନ୍ଧୀୟ କାମ ସ˚ପୂର୍ଣ୍ଣ ହୋଇପାରେ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ।

 

ଧନୁ: ସାହିପଡ଼ିଶା ଆପଣଙ୍କର ଭଲ ବ୍ୟବହାରରେ ଖୁସି ରହିବେ। ଧାର ଦେଇଥିବା ଅର୍ଥ ଫେରସ୍ତ ମିଳିପାରେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ।

 

ମକର: ଆଶା ଅନୁଯାୟୀ ପରିବାର ଲୋକଙ୍କର ସାହାଯ୍ୟ ମିଳି ନ ପାରେ। ଜରୁରୀ କାମରେ ବାହାରକୁ ଯିବାର ଯୋଜନା ପରିହାର କରନ୍ତୁ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।

 

କୁମ୍ଭ: ଖୋଦ୍‌କୁ ମାର୍ଜିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ବେକାରଙ୍କୁ ଉପାର୍ଜନର ସୁଯୋଗ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

 

ମୀନ: ନୂଆ ଲୋକଙ୍କ ସହିତ ସ˚ପର୍କ ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ। ନେତା ଓ ଅଭିନେତାଙ୍କ ଲାଗି ଦିନଟି ବହୁତ ଭଲ। ଛାତ୍ରଙ୍କୁ ବୁଦ୍ଧିଜୀବୀଙ୍କ ସହଯୋଗ ମିଳିବ।

ସମ୍ବନ୍ଧିତ ଖବର