ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଚାକିରିରେ ପଦୋନ୍ନତି ମିଳିପାରେ। ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ରାଜନୀତିରେ ସଫଳତା ପାଇବେ।

 

ବୃଷ: ଆପଣଙ୍କର ଧୢାନ ରଚନାତ୍ମକ କାମରେ ଲାଗିରହିବ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ। ଓକିଲଙ୍କୁ ନୂଆ ମକଦମା ମିଳିପାରେ।

 

ମିଥୁନ: ଭାଗୀଦାରି କାରବାରରେ ଲାଭ ହେବ। ଅଫିସ କାମ ଅନ୍ୟ ଦିନ ତୁଳନାରେ ଉତ୍ତମ ରୂପେ ହେବ। ପ୍ରେମିକାଙ୍କ ସହିତ ଭ୍ରମଣରେ ଯିବା ପାଇଁ ଭାବିବେ।

 

କର୍କଟ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ।

 

ସି˚ହ: ନିଜର ଅର୍ଥ କୌଣସି ଶୁଭ କାର୍ଯ୍ୟରେ ଖର୍ଚ୍ଚ କରିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶ˚ସା ମିଳିବ। ନୂଆ ଲୋକଙ୍କ ସହିତ ବ୍ୟବହାରିକ ସମ୍ବନ୍ଧ ଗଢ଼ିବେ।

 

କନ୍ୟା: କୌଣସି ଶୁଭ ସମାଚାର ମିଳିବା ହେତୁ ମନ ଖୁସି ରହିବ। ନିଜର କ୍ଷମତା ପ୍ରତି ନିଷ୍ଠାବାନ ରୁହନ୍ତୁ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

 

ତୁଳା: ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବୈଦ୍ୟୁତିକ ଉପକରଣ କିଣିବେ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।

 

ବିଛା: ଅତୀତର କଥାକୁ ନେଇ ମନ ଅସ୍ଥିର ରହିପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ପରିବର୍ତ୍ତନ ଆଣିପାରନ୍ତି। ଛାତ୍ରଙ୍କୁ ଶୁଭ ଖବର ମିଳିବ।

 

ଧନୁ: ଆଜି ଆପଣ ଯଥେଷ୍ଟ ବଳଶାଳୀ ରହିବେ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ଘର ପାଇଁ ବିଳାସ ଉପକରଣ କିଣିବେ।

 

ମକର: ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସପରିବାର ଭ୍ରମଣରେ ଯିବା ପାଇଁ ଭାବିବେ।

 

କୁମ୍ଭ: ପରିଶ୍ରମର ଫଳ ସନ୍ତୋଷଜନକ ହେବ। ନିଜର ପ୍ରତିଷ୍ଠା ବୃଦ୍ଧି ଲାଗି ସୁବର୍ଣ୍ଣ ସୁଯୋଗ ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।

 

ମୀନ: ଆପଣଙ୍କ ମନକୁ ନୂଆ ବିଚାର ଆସିବ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବା ପାଇଁ ଇଚ୍ଛୁକ ହେବେ। ବିବାହିତଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର