ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଗକୁ ବଢ଼ିବା ଲାଗି ସୁଯୋଗ ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

 

ବୃଷ: ଜୀବନରେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରେ। ମିଳୁଥିବା ସୁଯୋଗର ଲାଭ ନିଅନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ରାଜନୀତିରେ ସଫଳତା ପାଇବେ।

 

ମିଥୁନ: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରନ୍ତି। ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ। ଛାତ୍ରୀଙ୍କୁ ଖୁସି ଖବର ମିଳିବ।

 

କର୍କଟ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ପୁରସ୍କାର ଓ ସମ୍ମାନ ମିଳିବା ଯୋଗ ରହିଛି। ବ୍ୟବସାୟରେ ଲାଭ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

 

ସି˚ହ: ବନ୍ଧୁଙ୍କ ସହିତ ମିଶିବା ପାଇଁ ଅବସର ପାଇବେ। ଆପଣଙ୍କୁ କୌଣସି ଭଲ କାମ ମିଳିପାରେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।

 

କନ୍ୟା: ଉଚିତ ନିଷ୍ପତ୍ତି ନେବାର ଦିନଟିଏ। ଲୋକେ ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶ˚ସା କରିବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଭଲ ରହିବ।

 

ତୁଳା: କିଛି ଏଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ଆର୍ଥିକ ଲାଭ ହେବ। ସମାଜରେ ମାନ ସମ୍ମାନ ବଢ଼ିବ। ବୈବାହିକ ଜୀବନରେ ମଧୁରତା ଆସିବ।

 

ବିଛା: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। କୌଣସି ବଡ଼ କାମରେ ସଫଳତା ମିଳିପାରେ। ସାମାଜିକ ପରିସର ବଢ଼ିପାରେ।

 

ଧନୁ: ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। କ୍ୟାରିୟରରେ ସଫଳତା ହାସଲ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

 

ମକର: ବନ୍ଧୁମାନଙ୍କର ସାହାଯ୍ୟ ପାଇବେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ବିବାହିତ ଲୋକଙ୍କ ଲାଗି ସମୟ ପ୍ରେମ ବଢ଼ାଇବ।

 

କୁମ୍ଭ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଆପଣ ନିଜ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

 

ମୀନ: ବ୍ୟକ୍ତିଗତ କାମରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଭାବିଚିନ୍ତି ନିଜର କଥା ଅନ୍ୟମାନଙ୍କ ଆଗରେ ରଖନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ।

ସମ୍ବନ୍ଧିତ ଖବର