ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଉତ୍ସାହରେ ଭରି ରହିବେ। ଯାହା କାମ କରିବେ ତହିଁରେ ଆପଣଙ୍କୁ ସଫଳତା ମିଳିବ। ସାଙ୍ଗ ସହିତ ବାହାରକୁ ବୁଲିବା ପାଇଁ ଯିବେ।

ବୃଷ: ବନ୍ଧୁ ଓ ସ˚ପର୍କୀୟଙ୍କ ସହିତ ସମୟ ଅତିବାହିତ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ।

ମିଥୁନ: ଜୀବନସାଥୀଙ୍କୁ ଭ୍ରମଣ କରାଇବା ପାଇଁ କଥା ଦେବେ। ଅଫିସରେ ଆପଣ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

କର୍କଟ: କୌଣସି ବିଶେଷ ପ୍ରସଙ୍ଗରେ ଆପଣଙ୍କର ଦୃଷ୍ଟିକୋଣ ବଦଳି ପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ପରିବାରରେ ସୁଖ ଶାନ୍ତି ବଢ଼ିବ।

ସି˚ହ: ଯାହା ବି କାମ କରିବେ ଲାଭ ପାଇବେ। ନୂଆ ବାହନ କିଣିବା ଲାଗି ଦିନଟି ଶୁଭ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

କନ୍ୟା: ବାହାରକୁ ବୁଲିବା ପାଇଁ ଯାଇପାରନ୍ତି। ଯଦି ସମ୍ଭବ ହୁଏ ତେବେ ଆଜି ନୂଆ କାମ ଆରମ୍ଭ କରିଦିଅନ୍ତୁ। ବାଲ୍ୟ ବନ୍ଧୁ ସହିତ ଦେଖା ହୋଇପାରେ।

ତୁଳା: ନୂଆ ଲୁଗା ପିନ୍ଧିବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ପ୍ରଶ˚ସା ପାଇବେ। ବ୍ୟବସାୟରେ କିଛି ଲୋକଙ୍କ ସହଯୋଗ ମିଳିବ।

ବିଛା: କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ଆଶ୍ବାସନା ପାଇବେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ନୂଆ କାରବାରରେ ପୁଞ୍ଜି ଲଗାଇବେ।

ଧନୁ: ଆର୍ଥିକ ପ୍ରଗତି ଲାଗି ଭଲ ଦିନଟିଏ। ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ବିବାଦ ଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ମକର: ପରିବାରର ପୂରା ସହଯୋଗ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ଭଲ ଖବର ମିଳିବ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ମନରେ କିଛି ନୂଆ କରିବାର ଆଗ୍ରହ ହେବ। ଆପଣଙ୍କ ଜରୁରୀ କାମରେ ଜୀବନସାଥୀଙ୍କ ଯୋଗଦାନ ରହିବ।

ମୀନ: ଆପଣଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ପରିଲକ୍ଷିତ ହେବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। କବିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର