ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂଜାପାଠ କାର୍ଯ୍ୟକ୍ରମରେ ଆସ୍ଥା ବଢ଼ିବ। ଧର୍ମ ଚର୍ଚ୍ଚାରେ ଅ˚ଶଗ୍ରହଣ କରିବେ। ବୁଦ୍ଧିଜୀବୀଙ୍କ ସହିତ ସ˚ପର୍କ ଘନିଷ୍ଠ ହେବ।

ବୃଷ: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମିଥୁନ: ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। ବେପାରୀଙ୍କ ଲାଗି ସମୟ ଲାଭପ୍ରଦ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ।

କର୍କଟ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

ସି˚ହ: ରାଜନୀତିରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଧାର୍ମିକ ଆୟୋଜନରେ ଆପଣ ସେବା କରିବାର ସୁଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ।

କନ୍ୟା: ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। ଅନ୍ୟମାନଙ୍କ ସହିତ କଥା ହେବା ସମୟରେ ଶବ୍ଦ ଚୟନ ଉପରେ ଧୢାନ ଦିଅନ୍ତୁ। ଭୂସ˚ପତ୍ତି କିଣିବାର ଯୋଗ ରହିଛି।

ତୁଳା: ଆଜି ଆପଣ ଚିନ୍ତା-ମୁକ୍ତ ରହିବେ। ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କର ସହାୟତା ପାଇବେ। କର୍ମଜୀବୀ ମହିଳାଙ୍କର ଦିନଟି ଅଫିସରେ ଭଲରେ କଟିବ।

ବିଛା: ବନ୍ଧୁଙ୍କ ମାଧୢମରେ ଆର୍ଥିକ ଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ଅର୍ପଣ କରିବେ। ପ୍ରିୟତମଙ୍କୁ ମନର କଥା କହିବେ।

ଧନୁ: ସ୍ବାସ୍ଥ୍ୟ ଭଲ ଓ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ରୋଜଗାର ପାଇଁ ନୂଆ ମାଧୢମର ସନ୍ଧାନ ପାଇବେ।

ମକର: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। କଲେଜରେ ପୁରସ୍କାର ମିଳିପାରେ।

କୁମ୍ଭ: ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ସାମାଜିକ ସମାରୋହରେ ଯୋଗ ଦେବାର ସୁଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ।

ମୀନ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବଢ଼ିବ।

ସମ୍ବନ୍ଧିତ ଖବର