ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାଖ ଲୋକଙ୍କ ସହଯୋଗ ପାଇବେ। ଅଫିସ କାମରେ ପୂର୍ବ ଅଭିଜ୍ଞତା କାମରେ ଆସିପାରେ। ପୁଞ୍ଜି ବଜାରରେ ଲାଭ ପାଇବେ।

ବୃଷ: ସତସଙ୍ଗରେ ସମୟ ବିତିବ। ନୂଆ ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ। ସନ୍ତାନ ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି।

ମିଥୁନ: ଧର୍ମ କାର୍ଯ୍ୟରେ ସମୟ ବିତିବ। ମନରେ ନୂଆ ନୂଆ ବିଚାର ଆସିବ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଭୂସ˚ପତ୍ତି କିଣି ପାରନ୍ତି।

କର୍କଟ: ବରିଷ୍ଠଙ୍କ ସାହାଯ୍ୟରେ କଲେଜ ପ୍ରୋଜେକ୍ଟ ସ˚ପୂର୍ଣ୍ଣ ହେବ। ବ୍ୟବସାୟର ବିସ୍ତାର ପାଇଁ ଚିନ୍ତା କରିବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

ସି˚ହ: ସାରାଦିନ ଫୂର୍ତ୍ତିରେ ରହିବେ। ରାଜନୀତିରେ ପରିସର ବଢ଼ାଇବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ।

କନ୍ୟା: ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ତୁଲାଇବେ। ବ୍ୟବସାୟରେ ଅଧିକ ଲାଭ ପାଇବେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ତୁଳା: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ବାଲ୍ୟ ବନ୍ଧୁଙ୍କ ସହିତ ଫୋନରେ କଥା ହୋଇପାରନ୍ତି।

ବିଛା: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ପରିବାର ଲୋକ ବିବାହ ଲାଗି କଥାବାର୍ତ୍ତା କରିପାରନ୍ତି।

ଧନୁ: ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ବିସ୍ମିତ କରିବ। କଣ୍ଠଶିଳ୍ପୀଙ୍କୁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ମିଳିପାରେ।

ମକର: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ମନ ପ୍ରସନ୍ନ ହେବ। ଅର୍ଥ ସମ୍ବନ୍ଧୀୟ ଭଲ ଖବର ପାଇପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

କୁମ୍ଭ: ରଚନାତ୍ମକ କାମରେ ଆପଣଙ୍କର ଖ୍ୟାତି ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।

ମୀନ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ।

ସମ୍ବନ୍ଧିତ ଖବର