ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ସୁସ୍ଥ ସବଳ ରହିବେ। ସବୁ କାମ ଭଲ ଭାବରେ ସ˚ପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଜୀବନସାଥୀଙ୍କ ସହ ବ୍ୟବସାୟ ପ୍ରସଙ୍ଗରେ ଆଲୋଚନା କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମିଥୁନ: କୌଣସି ପ୍ରସଙ୍ଗ ନେଇ ବଡ଼ଙ୍କ ପରାମର୍ଶ କାମରେ ଆସିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପରିବାରରେ ଖୁସି ବଜାୟ ରହିବ।

କର୍କଟ: ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଲାଗି ଚିନ୍ତା କରିବେ। ଆର୍ଥିକ ପକ୍ଷରେ ସୁଧାର ହେବ। ମହିଳାମାନଙ୍କୁ ଖୁସି ଖବର ମିଳିବ।

ସି˚ହ: ପୂଜାର୍ଚ୍ଚନାରେ ସମୟ ବିତିବ। ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବେପାରୀବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ।

କନ୍ୟା: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: ନିଜ କାମରେ ବାଧା ସୃଷ୍ଟି ହୋଇପାରେ। ଧୈର୍ଯ୍ୟ ଧରି ସମସ୍ୟାର ମୁକାବିଲା କରନ୍ତୁ, ଲାଭ ହେବ। ବରିଷ୍ଠ ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।

ବିଛା: ଆର୍ଥିକ ଉନ୍ନତି ହେବ। ପ୍ରତ୍ୟେକ କାମରେ ସଫଳତା ପାଇବେ। ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିପାରେ।

ଧନୁ: ବ୍ୟବସାୟରେ ଉନ୍ନତି ହେବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ସନ୍ତାନ କୌଣସି କାମରେ ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି।

ମକର: କର୍ତ୍ତୃପକ୍ଷ ଆପଣଙ୍କ ପ୍ରଦର୍ଶନରେ ଖୁସି ରହିବେ। ବନ୍ଧୁଙ୍କ ସହିତ ମୋବାଇଲ୍‌ରେ ଲମ୍ବା ସମୟ କଥା ହେବେ। ଉପାର୍ଜନ ଲାଗି ଭଲ ସୁଯୋଗ ମିଳିବ।

କୁମ୍ଭ: ଆପଣଙ୍କର କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ରାଜନୀତି କାର୍ଯ୍ୟରେ ମନ ଲାଗିବ। ପିଲାଙ୍କର ମହତ୍ କାମରେ ଅର୍ଥ ବ୍ୟୟ ହେବ।

ମୀନ: ଆପଣଙ୍କ ଲାଗି ସମୟ ବହୁତ ଭଲ। ଅସହାୟଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରେ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ସମ୍ବନ୍ଧିତ ଖବର