publive-imageମେଷ: ପରିଶ୍ରମୀ ଲୋକଙ୍କୁ ପରିଶ୍ରମର ସୁଫଳ ମିଳିବ। ବିଶେଷ ପ୍ରସଙ୍ଗରେ ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପରିପୂର୍ଣ୍ଣ ରହିବ।

Advertisment

publive-imageବୃଷ: କାରବାରକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ। ଅଫିସ କାମ ସହଜରେ ତୁଲାଇବେ। ପ୍ରିୟତମଙ୍କ ସହିତ ଦିନଟି ଭଲରେ କଟିବ।

publive-imageମିଥୁନ: ଆପଣ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଚାକିରିରେ ସଫଳତା ମିଳିବାର ଯୋଗ ରହିଛି। କଠିନ ବିଷୟ ନେଇ ଶିକ୍ଷକଙ୍କ ସହିତ ଚର୍ଚ୍ଚା କରିପାରନ୍ତି।

publive-imageକର୍କଟ: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଉପାର୍ଜନ ପାଇଁ ଉପଦେଶ ଦେବା ଲୋକ ମିଳିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ।

publive-imageସି˚ହ: ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ବ୍ୟବସାୟରେ ଅଧୁରା କାମ ପୂରା ହୋଇପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

publive-imageକନ୍ୟା: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ସରସ ସୁନ୍ଦର କରିବ। ବ୍ୟବସାୟରେ ଧନଲାଭ ହୋଇପାରେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

publive-imageତୁଳା: ଆର୍ଥିକ ଲାଭ ପାଇଁ ଅନ୍ୟ ସହରକୁ ଯାଇପାରନ୍ତି। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

publive-imageବିଛା: ଇଚ୍ଛା ପୂରା କରିବାରେ ସଫଳ ହେବେ। ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଆପଣଙ୍କ ସନ୍ତାନ ଆପଣଙ୍କୁ ଗର୍ବିତ ଅନୁଭବ କରାଇପାରନ୍ତି।

publive-imageଧନୁ: ଅତୀତ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ଉଧାର ନେବା-ଦେବା କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।

publive-imageମକର: ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କର କାମ ସ˚ପୂର୍ଣ୍ଣ ହେବ। ରାଜନୀତିରେ ପରିସର ବଢ଼ାଇବେ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ।

publive-image

କୁମ୍ଭ: ବନ୍ଧୁ ଓ ଜୀବନସାଥୀଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ବେପାରରେ ବାକିଆ ଅର୍ଥ ଫେରସ୍ତ ପାଇବେ।

publive-imageମୀନ: ଜୀବନସାଥୀଙ୍କ ସହିତ ଧର୍ମସ୍ଥାନକୁ ଯିବେ। ଆପଣଙ୍କର ଗବେଷଣା କାମରେ ମନ ଲାଗିବ। ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ।