publive-imageମେଷ: ପ୍ରତିଟି କାମରେ ସାବଧାନ ରୁହନ୍ତୁ। ସ୍ବଭାବରେ କିଛି ପରିବର୍ତ୍ତନ ଆଣନ୍ତୁ, ଦିନଟି ଭଲରେ କଟିବ। କୌଣସି ଦୂର ସ˚ପର୍କୀୟଙ୍କ ଘରକୁ ଯାଇପାରନ୍ତି।

Advertisment

publive-imageବୃଷ: ମନ ପ୍ରସନ୍ନ ରହିବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଆପଣଙ୍କ ବିଚାରକୁ ଅଗ୍ରସର ହେବାକୁ ନ ଦେବା ପାଇଁ ଚେଷ୍ଟା କରାଯାଇପାରେ।

publive-imageମିଥୁନ: ପାରିବାରିକ କାମରେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

publive-imageକର୍କଟ: ନିଜର ସଫଳତାକୁ ନେଇ ଆଶ୍ବସ୍ତ ରହିବେ। ଘର ପାଇଁ ଦରକାରୀ ଜିନିଷ କିଣି ପାରନ୍ତି। କଳା ଛାତ୍ର ଅଧୢୟନ ଶୈଳୀରେ ପରିବର୍ତ୍ତନ ଆଣିବେ।

publive-imageସି˚ହ: ଜୀବନରେ କୌଣସି ପରିବର୍ତ୍ତନ ଲାଗି ଭାବିବେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। କୌଣସି ଖାଦ୍ୟ ପ୍ରତି ରୁଚି ବଢ଼ିବ।

publive-imageକନ୍ୟା: ଜମି କିଣାବିକାରୁ ଆପଣଙ୍କୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ପରିବାର ମଧୢରେ ଆନନ୍ଦ ଉଲ୍ଲାସ ଦେଖା ଦେବ।

publive-imageତୁଳା: ଅଫିସରେ କିଛି ଲୋକ ଆପଣଙ୍କ ବିଚାର ସହିତ ଅସହମତ ହେବେ। ପରିବାରରେ କୌଣସି ଜରୁରୀ କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ।

publive-imageବିଛା: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ବ୍ୟବସାୟରେ ଉଚିତ ଲାଭ ପାଇବେ। ଛାତ୍ର କୌଣସି କାମ ପାଇଁ ବାପାଙ୍କର ସାହାଯ୍ୟ ନେବେ।

publive-imageଧନୁ: ଆତ୍ମସମୀକ୍ଷାରେ ସମୟ ବିତିବ। ଇ˚ଜିନିୟରଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ଜୀବନରେ ବିଶ୍ବାସ ବଢ଼ିବା ସହ ସମ୍ବନ୍ଧ ମଜଭୁତ ହେବ।

publive-imageମକର: ସବୁ ଅଶାନ୍ତି ଦୂର ହେବ। ବାପା ମାଆଙ୍କ ଆଶୀର୍ବାଦରୁ କାମରେ ଭଲ ପରିଣାମ ପାଇବେ। ଜୀବନସାଥୀଙ୍କୁ ନେଇ ଦାୟତ୍ବ ବଢ଼ିବ।

publive-image

କୁମ୍ଭ: ଆପଣଙ୍କର ବୀରତ୍ବକୁ ଅଧିକ ଶକ୍ତି ମିଳିବ। ଆପଣଙ୍କ କାମରେ ଭାଇ ଭଉଣୀ ସାହାଯ୍ୟ କରିବେ। ପ୍ରିୟତମଙ୍କ ସହିତ କୌଣସି ଉଦ୍ୟାନକୁ ବୁଲି ଯିବେ।

publive-imageମୀନ: ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ବ୍ୟବସାୟରେ ନୂଆ ଆହ୍ବାନର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ପ୍ରକଳ୍ପ ସମ୍ପର୍କରେ ପରାମର୍ଶ ମିଳିପାରେ।