ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ନିଜର ଜୀବନଶୈଳୀ ପରିବର୍ତ୍ତନ ଲାଗି ବିଚାର କରିପାରନ୍ତି। ନୂଆ କାମ କରିବା ଲାଗି ଦିନଟି ଶୁଭ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ବୃଷ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ବିଶ୍ବସ୍ତ ବନ୍ଧୁର ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମିଥୁନ: ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ଧନଲାଭର ସୁଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀଙ୍କୁ ନେଇ ଦାୟିତ୍ବ ବଢ଼ିବ।

କର୍କଟ: ଆପଣଙ୍କର ତର୍କ ଶକ୍ତି ଅନ୍ୟମାନଙ୍କୁ ପସନ୍ଦ ଆସିବ। ପ୍ରତିଟି କାମ ସ˚ପୂର୍ଣ୍ଣ କରିବାରେ କମ୍‌ ସମୟ ଲାଗିବ। ପ୍ରିୟ ବନ୍ଧୁଙ୍କ ସହିତ ଦେଖା ହେବ।

ସି˚ହ: ଆପଣଙ୍କ କାମର ପ୍ରଶ˚ସା ହେବ। ପୁଞ୍ଜି ବଜାରରେ ନିବେଶ ଲାଗି ଭଲ ଦିନଟିଏ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ।

କନ୍ୟା: ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ; ପରିଶ୍ରମର ଫଳ ତୁରନ୍ତ ପାଇବେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିପାରେ।

ତୁଳା: ଲଗାତାର ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ ସ˚ପୂର୍ଣ୍ଣ ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳ ମିଳିବ।

ବିଛା: ଆପଣ ଶକ୍ତି ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମ କରିବେ। ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ପ୍ରେମ ବଜାୟ ରହିବ।

ଧନୁ: ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ। ଆପଣଙ୍କ ସଚ୍ଚୋଟପଣିଆ ପ୍ରତିଟି ଜାଗାରେ ଚର୍ଚ୍ଚିତ ହେବ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ବହୁତ ଭଲ।

ମକର: ପ୍ରଭୁଙ୍କ ଧୢାନରେ ସମୟ ବିତିବ। ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।

କୁମ୍ଭ: ରାଜନୀତିରେ ମାନ-ସମ୍ମାନ ପାଇବେ। ଧନଲାଭର ସୁଯୋଗ ଆସିବ। ବ୍ୟବସାୟରେ ଉନ୍ନତି ହେବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ମୀନ: ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ।

ସମ୍ବନ୍ଧିତ ଖବର